ମାଗଣା ଚିକିତ୍ସା, ପରାମର୍ଶ ଓ ଔଷଧ ପାଇଁ ମେଗା ଆୟୁର୍ବେଦ ପଞ୍ଚକର୍ମ ସ୍ଵାତ୍ସ୍ୟ ମେଳା

୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗମ୍ଭାରୀଡିହି :-> ଚଳିତ ନଭେମ୍ବର ମାସ 8 ତାରିଖ ଦିନ ଗମ୍ଭାରୀଡିହିସ୍ଥ ‘ ଅବି’ ସ୍ବେସଚ୍ଛାସେବୀ ସଂସ୍ଥାର ଆୟୁର୍ବେଦ ପଞ୍ଚକର୍ମ ଚିକିତ୍ସାଳୟ ଠାରେ ଭାରତ ସରକାରଙ୍କ କେନ୍ଦ୍ରୀୟ ଆୟୁର୍ବେଦ ରିସର୍ଚ୍ଚ ଇନିସ୍ଟିଚିୟୁଟ, ଭୁବନେଶ୍ୱରଙ୍କ ସହଯୋଗରେ ଏକ ମେଗା ଆୟୁର୍ବେଦ ସ୍ଵାତ୍ସ୍ୟ ମେଳା ଅନୁଷ୍ଠିତ ହେବ.

ଉକ୍ତ ସ୍ଵାତ୍ସ୍ୟ ମେଳାରେ ସମ୍ପୂର୍ଣ ମାଗଣାରେ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ସବୁ ପ୍ରକାର ରୋଗର ଚିକିତ୍ସା ଓ ପରାମର୍ଶ କରାଯାଇ ଔଷଧ ବିତରଣ କରାଯିବ. ଜନସାଧାରଣ ନିମ୍ନରେ ଦିଆଯାଇଥିବା ମୋବାଇଲ ନମ୍ବରରେ ଆଗରୁ ନାମ ପଞ୍ଜିକରଣ କରିପାରିବେ. 8917573929/ 9437284689, ସମ୍ପାଦକ 

Exit mobile version