Home ଓଡ଼ିଶା ଅଖଣ୍ଡ ଭାରତ ର ଏକତା ପ୍ରତିଷ୍ଠା କରିବାରେ ମୁଖ୍ଯ ନାୟକ ସର୍ଦ୍ଦାର ବଲ୍ଲଭଭାଇ ପଟେଲ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଜନ୍ମ ଭୂମି ଭାରତ ବର୍ଷରେ ଅନେକ ଦିଗଦ୍ରଷ୍ଟା ମହା ମାନବ ମାନଙ୍କୁ ଜନ୍ମ ଦେଇଛି । ସେତି ମଧ୍ଯ ରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଥିଲେ ଅନ୍ଯନ୍ଯ ସ୍ବାଧୀନ ଭାରତ ର ସ୍ବତନ୍ତ୍ର ବିଶିଷ୍ଠ ନାୟକ ଥିଲେ । ମହାମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୩୧ ଅକ୍ଟୋବର ୧୮୭୫ ମସିଆରେ ଜନ୍ମ ଗ୍ରହଣ କରିଥିଲେ । ୧୯୧୭ ମହିହାରେ କୃଷକ ମାନଙ୍କ ପାଇଁ କୃଷକ ସତ୍ଯାଗ୍ରହ ରେ ଯୋଗଦେଇ । ପରେ ଭାରତ ର ଅଖଣ୍ଡତା ଓ ଭାରତ କୁ ସ୍ବାଧୀନ କରିବାରେ ପ୍ରମୁଖ ଭୂମିକା ରହିଥିଲା । ଆଜି ଦିଗଭ୍ରଷ୍ଟା ମହାମାନବ ଙ୍କ ଜନ୍ମ ଦିନକୁ ସାରା ଭାରତ ରେ ବିଶ୍ବ ଏକତା ଦିବସ ଭାବେ ପାଳନ କରିଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ଭିଭିନ୍ନ ପ୍ରାନ୍ତରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅମର ରହେ ସ୍ଲୋଗାନ ଦେଇ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଗଣ ଦୌଡରେ ସାମିଲ ହୋଇଥିଲେ । ତିରିଂ ବ୍ଳକ୍ ର ବଡଡାଳିମା ର ବାବା ତିଲକା ମାଝୀଙ୍କ ପ୍ରତିମୂର୍ତ୍ତି ନିକଟରୁ ୨ ଶହ ତିରିଂ ଭା ଜା ପା ଦଳ ତରଫରୁ ଏକ ବିଶାଳ ଗଣ ଦୌଡ ଆରମ୍ଭ ହୋଇ ରତନ ସାହି ପର୍ଯ୍ୟନ୍ତ ପହଞ୍ଚିଥିଲେ । ରତନ ସାହି ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅମର ରହେ ସ୍ଲୋଗାନ ଦେଇ ଭାରତ ଅଖଣ୍ଡ ତା ଓ ଏକତା ସମ୍ପକିରେ ଆଲୋଚନା କରି ଗଣ ଦୌଉଡ କୁ ସମାପ୍ତ କରିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଫାଗୁ ରାମ ମାର୍ଣ୍ଡି , ପରମେଶ୍ଵର ସାମାଡ, ତପନ ବେହେରା, ଶିବାଜୀ ପାତ୍ର , ଶଙ୍କର ବିନ୍ଦାଣୀ, ପ୍ରଦୀପ ନାଗ, ମେଘରାୟ ମୁର୍ମୁ , ପଛାଇ ଆଲଡା , ରତିକାନ୍ତ ରାଉତ ଓ ଅର୍ଜୁନ ଗିରି ପ୍ରମୁଖ ଗଣ ଦୌଉଡକୁ ପରିଚାଳନା କରିଥିଲେ। Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026