
୨୫ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ପକ୍ଷରୁ ଚାଲିଥିବା ଦଶହରା ପୂଜା କାର୍ଯ୍ୟକ୍ରମ ବୁଧବାର ରାତି ୧୨ ଟା ପରେ ଶେଷ ହୋଇଛି । ଆଜି ଅପରାହ୍ନରେ ହରପାର୍ବତୀ ମେଢ଼ର ଭଷାଣୀ କାର୍ଯ୍ୟ ଅନୁଷ୍ଠିତ ହେବ । ପୂଜାର ପ୍ରତ୍ୟେକ ଦିବସରେ ଭିନ୍ନ ଭିନ୍ନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପୂଜା ମଣ୍ଡପକୁ ପରିଦର୍ଶନ କରିବାକୁ ଆସିଥିବା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା,

