କୁସୁନୁପୁର ମଦନ କୁମାର ସାମଲ ଙ୍କ ଦେହାନ୍ତ : ତାଙ୍କ ଅମର ଆତ୍ମା ର ସଦ୍ଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲେ

୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :- ପାଇକରା ପୁର ଗ୍ରାମପଞ୍ଚାୟତ କୁସୁନୁପୁର ଗ୍ରାମ ର ଆଗଧାଡିର ବିଜେଡି କର୍ମୀ ମଦନ କୁମାର ସାମଲ ଙ୍କ ଦେହାନ୍ତ ଖବର ପାଇ ମାନ୍ୟବର ବିଧାୟକ ନିଦ୍ଦେର୍ଶ କ୍ରମେ ମାହାଙ୍ଗା ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଦିପା ମଲିକ ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି ମାହାଙ୍ଗା ବ୍ଲକ ବିଜୁ ଜନତା ଦଳ ସଭାପତି ରାଜକିଶୋର ଜେନା ।

ପାଇକରାପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପ୍ରତାପ ପରିଡ଼ା ଓ ସମିତି ସଭ୍ୟ ଙ୍କ ପ୍ରତିନିଧି ସଞ୍ଜୟ ସାମଲ ପାଇକରାପୁର ବିଜୁ ଜନତା ଦଳ ସଭାପତି ଦଇତାରୀ ବଳ ହଳଦିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ରାଜେନ୍ଦ୍ର ସାହୁ ଓ ଜୁବ ସଭାପତି ଦେବେନ୍ଦ୍ର ସିଂ ଲଳିତଗିରି ଗ୍ରାମ ପଞ୍ଚାୟତ ସରପଞ୍ଚ ବଳରାମ ବେହେରା ପୋଡାମରାଇ ଗ୍ରାମ ପଞ୍ଚାୟତ ବରିଷ୍ଠ ବିଜେଡ଼ି ନେତା ପ୍ରଫୁଲ୍ଲ ସେଠୀ,

41 ନମ୍ବର ଜୋନ୍ ଜିଲ୍ଲା ପରିଷଦ ଜଗବନ୍ଧୁ ସେଠୀ ଓ 41 ନମ୍ବର ଜୋନ୍ ସଭାପତି ନିରଞ୍ଜନ ପ୍ରଧାନ ତାଙ୍କ ବାସଭବନରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ତାଙ୍କ ଅମର ଆତ୍ମା ର ସଦ୍ଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲେ.

Exit mobile version