ନୟାଗଡ଼ର ଝିଅ ହେବେ ବଲିଉଡ୍‌ର ହିରୋଇନ୍‌…

ଓଡିଶା ତାଜା ନ୍ୟୁଜ୍ (୧୧ ଜୁଲାଇ ୨୦୨୦ ଶନିବାର) ନୟାଗଡ଼ :- ଓଡ଼ିଆ ଝିଅ ଅପସରା ରାଣୀ । ହିନ୍ଦୀ ଚଳଚିତ୍ରରେ ମୁଖ୍ୟ ନାୟିକା ହେବେ । ବଲିଉଡ୍‌ ପ୍ରଯୋଜକ ଓ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ଫିଲ୍ମ ‘ଥ୍ରୀଲର’ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ଅପସରା ହେଉଛନ୍ତି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ୍‌ କଣ୍ଟିଲୋ ଗ୍ରାମର ଚନ୍ଦ୍ରଶେଖର ମହାରଣା ଓ ସନ୍ଧ୍ୟାରାଣୀଙ୍କ ସାନ ଝିଅ । ପିତା ଚନ୍ଦ୍ରଶେଖର ବାୟୁସେନା କର୍ମଚାରୀ (ରିପୋର୍ଟ -ରାମ କୃଷ୍ଣ ରଥ)

Exit mobile version