୨୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :- ଇଟାମାଟି ବଜାର ରେ ମହାଆଡ଼ମ୍ବର ରେ ସାର୍ବଜନୀନ ଦୁର୍ଗାପୂଜା ଚାରିଦିନ ବ୍ୟାପି ପାଳିତ ହେଉଛି | ସପ୍ତମି ଠାରୁ ଦଶହରା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ | ଏହି ଦୁର୍ଗାପୂଜା ରେ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପ୍ରଧାନ, ସମ୍ପାଦକ ନବକିଶୋର ସାହୁ , ବଜାର ବଣିକ ସଙ୍ଘ ସଭାପତି କିଶୋର ଚନ୍ଦ୍ର ନାୟକ , ଜିଲ୍ଲାପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲା, ସରପଞ୍ଚ ସ୍ୱପ୍ନେଶ୍ଵରୀ ସେଠୀ ,
