ସରିଗଣ୍ଡା ପଂଚାୟତର ବନ୍ଧୁଗାଁ ପଂଚାୟତ କୁ କଣ୍ଟନମେଣ୍ଟ ଘୋଷଣା କଲେ ଜିଲ୍ଲପାଳ

ଓଡିଶା ତାଜା ନ୍ୟୁଜ୍ (୧୧ ଜୁଲାଇ ୨୦୨୦ ଶନିବାର) ନୟାଗଡ ଜିଲ୍ଲା :- ନୟାଗଡ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲା ବ୍ଲକର ସରିଗଣ୍ଡା ଗ୍ରା.ପ.ର ବନ୍ଧୁଗାଁ ଗ୍ରାମକୁ ଜିଲ୍ଲାପାଳ ଡା. ପୋମା ଟୁଡୁ କଣ୍ଟନମେଣ୍ଟ ଜୋନ ଘୋଷଣା କଲେ ତେବେ ନୟାଗଡ ଜିଲ୍ଲାରେ କରୋନା ମହାମାରୀ ସଂକ୍ରମଣ ପରିପ୍ରେକ୍ଷୀରେ ଜିଲ୍ଲାପାଳ ସମସ୍ତ ଜନସାଧାରଣ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଆଦିକୁ ସମସ୍ତେ ମାନିବା ଉପରେ ପୁନଶ୍ଚ ଗୁରୁତ୍ୱ ଦେବା ସହ ଏହି ଆଇନ ଖିଲାପକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି (ରିପୋର୍ଟ – ରାମ କୃଷ୍ଣ ରଥ)

Exit mobile version