ଉଗ୍ରତାରା ଛକ ନିକଟରେ ହାତୀ ପଲ୍ଲ ମୁହାଁ ଇ ଲେଖି। ସତର୍କ ପାଇଁ ସୂଚନା ଦିଆଯିଉଛି

୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ହାତିଆ ପାହାଡ଼ରେ ୨୦ ହାତୀ… ସନ୍ଧ୍ୟା ହେଲେ ଗର୍ଭଣା ଧାନ ଖାଇବା ଲୋଭରେ ନୂଆଗଡ   ହାତୀ ପଲ୍କ ମୁହାଁ  ହେଲେଣି । ଲୋକମାନେ  ଏପରି  ଦୃଶ୍ୟ  ଦେଖି  ମନ ଭିତରେ  ଅନେକ  ଭୟଭାବ ସଞ୍ଚାରିତ  ହେଲାଣି ।

 

ଏବାବଦରେ  ସାଧାରଣରେ  ବିଭାଗୀୟ  କର୍ତ୍ତୃପକ୍ଷ ଙ୍କୁ  ଏବେଠାରୁ  ସଜାଗ ହୋଇ ହାତୀ ଘଉଡାଇବା  ସହିତ  ଲୋକମାନଙ୍କୁ  ସୁରକ୍ଷା  ଦେବା  ପାଇଁ ଗଣମାଧ୍ୟମ  ରେ  ଦାବୀ  କରିଛନ୍ତି ।

 
 

Exit mobile version