ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଭୌତିକ ତାଲିମ୍

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଅଦ୍ୟ ତା ୧୬.୧୦.୨୦୨୩ ରିଖ ଠାରୁ ୨୦.୧୦.୨୦୨୩ଓ ୨୫.୧୦.୨୦୨୩ଠାରୁ ୩୧ .୧୦.୨୦୨୩ ରିଖପଯ୍ୟନ୍ତ ୧୨ ଦିନଧରି ଗୋଷ୍ଠି ସମ୍ବଳ ସାଧନ କେନ୍ଦ୍ର ଠାରେ ସରକାରଙ୍କ ନିର୍ଦେଶ ଅନୁଯାୟୀ ୧୦ ଜଣ ବିଭିନ୍ନ ପ୍ରକାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ୧୦ ଜଣ ଅଭିଭାବକ ମାନଙ୍କୁ ଭୌତିକ ତାଲିମ୍.ବ୍ୟବହାରିକ ତାଲିମ୍ .ଓ କଥନ ଶିକ୍ଷ୍ୟା ପ୍ରଦାନ କରାଯିବ।

ସମ୍ବଳ ସାଧନ କର୍ମୀ ଶ୍ରୀ ସୁମନ୍ତ ପ୍ରଧାନ ଓ ଶ୍ରୀ ପ୍ରକାଶ କୁମାର ସାହୁ ତାଲିମ୍ ପ୍ରଦାନ କରିବେ। ଆନୁଷ୍ଠାନିକ ଭାବେ ଏ ବି ଇ ଓ ଶ୍ରୀ କେ କୁନା ପାତ୍ର ପ୍ରଦୀପ ପ୍ରଜୋଳନ କରି ଉଦ୍ ଘାଟନ କରିଥିଲେ। ଏହି କାଯ୍ୟକ୍ରମରେ ସମସ୍ତ ଆଇ ଇ ଭି ମାନେ ସହଯୋଗ କରିଥିଲେ। ଶେଷରେ ଶ୍ରୀ ଆର ଦୁଗା ପ୍ରସାଦ ହିସାବ ରକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version