୨ଟି ବାଇକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ୫ଜଣ ଗୁରୁତର : ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଗାଁ ଟିମ ସହ ଫୁଟୁବଲ ଖେଳ ଦେଖିବାକୁ ଆସିଥିଲେ ଟାଙ୍ଗୀ।ଟାଙ୍ଗୀରୁ ହାଟ ବରଡ଼ି ଫେରିଯିବା ବେଳେ କାଳୁପଡା ଘାଟ ଵି.ଏସ୍. ନାଲ୍  ଟାୱାର ନିକଟରେ  ୨ ବାଇକ ମୁହାଁ ମୁହିଁ ଧକ୍କା ହେବା  ଫଳରେ 5 ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି। କରାଯାଇଛି ।

 

ଗୁରୁତର ମାନେ ହେଲେ ହାଟ ବରଡ଼ି ଗ୍ରାମର ଚିଣ୍ଟୁ  ବେହେରା ୧୨ବର୍ଷ,କାହ୍ନା ବେହେରା ୧୦ ବର୍ଷ ,ନରୁ ବେହେରା ୨୭ବର୍ଷ,ବାବୁଲା ବେହେରା ୪୦ବର୍ଷ  ଓ ଜରିପଡା ପଞ୍ଚାୟତ ତୋଟାପଡା ଗ୍ରାମର   ନିରଂଜନ ବେହେରା ୩୬ବର୍ଷ ବୋଲି ଜଣା ପଡିଛି।ସମସ୍ତଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।ସମସ୍ତେ ଗୁରୁତର  ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

 

Exit mobile version