ଭୁବନ ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ ତମ ଜୟନ୍ତୀ ପାଳିତ

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନ :- ଭୁବନ ବିଜେଡି ତରଫରୁ ସ୍ଥାନୀୟ ବୁଦ୍ଧେଶ୍ଵର୍ ମନ୍ଦିର ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମତିଥି ପାଳନ କରାଯାଇଥିଲା । ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱରେ ଅଜୟ କୁମାର ସେଠୀ,ଅନାମ ସାହୁ,କୈଳାସ ସାହୁ,

ବିନୋଦ ବେହେରା,ଅଚ୍ୟୁତ ମଲ୍ଲିକ, ଟିକୁ ନାୟକ,କ୍ଷୀରୋଦ କୁମାର ସାହୁ,ଝରଣା ପୋଥାଳ,ପୁଷ୍ପଲତା ବେହେରା ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ପ୍ରାଣର ସ୍ପନ୍ଦନ,ଜନନାୟକ ନବୀନ ପଟ୍ଟନାୟକଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ପୂଜାର୍ଚ୍ଚନା କରିବା ସହ ଦୀପ ଜାଳିଥିଲେ ।

Exit mobile version