
୧୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାରେ ରାଜ୍ୟ ସରକାରଙ୍କ ସାଇବର ସୁରକ୍ଷା ଅଭିଯାନ ଆୟୋଜନତ ହୋଇଥିଲା । ଏନେଇ ସାରା ରାଜ୍ୟ ପରିକ୍ରମା କରୁଥିବା ସଚେତନତା ରଥ ସ୍ବାଗତ ସମ୍ବଦ୍ଧନା କରିଛି ଗଜପତି ଜିଲ୍ଲାର ଚନ୍ଦ୍ରଗିରି ପୁଲିସ ପ୍ରଶାସନ । ସ୍ଥାନୀୟ ବଜାରଠାରୁ ଚନ୍ଦ୍ରଗିରି ପୁଲିସ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ସାଧାରଣ ସଭା ।
କାର୍ଯ୍ୟକ୍ରମ ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକଙ୍କ ନେତୃତ୍ବରେ ପୁଲିସ ପ୍ରଶାସନ , ବ୍ଳକ ପ୍ରଶାସନ, ଜନପ୍ରତିନିଧି ଏବଂ ସ୍କୁଲ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ସେଠାରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ମୋହନା ବିଡିଓ ତପସ୍ବିନି ହାଁସଦ ଯୋଗ ଦେଇଥିବା ବେଳେ ସାଇବର ସଚେତନତା ପାଇଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅଶ୍ବିନୀ କୁମାର ନାୟକ,