ଚିଲିକା ନିର୍ବାଚନ ମଣ୍ଡଳୀ ଚିଲିକା ବ୍ଲକ ୪ ନମ୍ବର ଜୋନ ରେ ବିଜୁଜନତା ଦଳର ଜନସମ୍ପର୍କ ପଦ ଯାତ୍ରା ଅନୁଷଠିତ ହୋଇଯାଇଛି

୦୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା ଜିଲ୍ଲା :-> ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ବ୍ଲକ ଚାରି ନମ୍ବର ଜୋନ ର ଜିଲ୍ଲା ପରିଷଦ ଶ୍ରୀମତୀ ମମତା ପାଇକରାୟ ଙ୍କ ନେତୃତ୍ୱରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି, ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବାଣପୁର ବ୍ଲକର ପୂର୍ବତନ କୁମାରଙ୍ଗ ସରପଞ୍ଚ ତଥା ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ l ଚିଲିକା ବ୍ଲକର ମୁଖ୍ୟ ସଂଙ୍ଗଠକ ଡ. ଉତ୍ପଳ ପାଇକରାୟ , ଜୋନ ନମ୍ୱର୍ ଛଅ ର ଜିଲ୍ଲାପରିଷଦ ପ୍ରତିନିଧି ଶ୍ରୀଯୁକ୍ତ ପ୍ରଭାସ କୁମାର ସୁନ୍ଦରାୟ,ଯୁବ ସଂଗଠକ ଅସିତ୍ ନାଥ,ପୂର୍ବତନ ସରପଞ୍ଚ ଚଣ୍ଡେଶ୍ୱର ସୁଧାକର ମହାପାତ୍ର,ସରପଞ୍ଚ ବାଉଳାବନ୍ଧ ରଶ୍ମିତା ବେହେରା, ବଉଳା ବନ୍ଦ ସମିତି ସଭ୍ୟ ଅଭିମନ୍ୟୁ ସ୍ୱାଇଁ, ସରପଞ୍ଚ ଆଙ୍କୁଲା ରଶ୍ମିତା ଦାସ, ସମିତି ସଭ୍ୟ ଆଙ୍କୁଲା ଜ୍ୟୋସ୍ନା ମୟୀ ଶତୃସଲ୍ୟ,

ଚିଲିକା ବ୍ଲକ ଯୁବ ସଭାପତି ଶ୍ରୀଯୁକ୍ତ ଆଲୋକ ନାୟକ,ବିଜୁ ଜନତା ଦଳର ଚିଲିକା ବ୍ଲକ ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ସାମନ୍ତ ସିଂହାର,ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ପଠାଣି ସ୍ୱାଇଁ ,ହରିପୁର ଗ୍ରାମପଞ୍ଚାୟତ ସଭାପତି ଆଦିତ୍ୟ ପାଇକରାୟ,ଚିଲିକା ବ୍ଲକ ମହିଳା ସଭାନେତ୍ରୀ ଶ୍ରୀମତୀ ଅମ୍ରିତା ବେହେରା,ପୂର୍ବତନ ସରପଞ୍ଚ ବଉଳା ବନ୍ଧ ଜୟ କୃଷ୍ଣ ବେହେରା , ବଉଳା ବନ୍ଧ ଗ୍ରାମପଞ୍ଚାୟତ ସଭାପତି ବିଜୟ ବେହେରା,ଆଙ୍କୁଳା ଗ୍ରାମପଞ୍ଚାୟତ ଯୁବ ସଭାପତି ମାନସ ରଞ୍ଜନ ଶତ୍ରୁଶଲ୍ୟ, ନାଏବ ସରପଞ୍ଚ ଆଙ୍କୁଲା ଗ୍ରାମ ପଞ୍ଚାୟତ ରାଧେଶ୍ୟାମ ବିଶ୍ଵାଳ,ନାଏବ ସରପଞ୍ଚ ବଉଳା ବନ୍ଧ ନରେନ୍ଦ୍ର ପଲେଇ,

ସମେତ ସଂଗଠକ ମୁଖିଆ ମାନେ ଯୋଗ ଦେଇଥିବାବେଳେ ଚାରି ନମ୍ବର ଜୋନରୁ ଶହଶହ ସଂଖ୍ୟାରେ ବିଜୁ ଜନତା ଦଳର ସଦସ୍ୟ ମାନେ ଯୋଗ ଦେଇଥିଲେ l ଓଡିଶା ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସବୁ ଯୋଜନା ସାମିଲ ହୋଇଛି |ଏଥିରୁ କେହିବି ବଞ୍ଚିତ ନହୁଅନ୍ତୁ ଏବଂ ସରକାର ଙ୍କ ହାତ ମୁଠା ଟାଣ କରିବା ସହିତ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଜିତାଇବା ସ୍ବପ୍ନ କୁ ସାକାର କରିବା ନିମନ୍ତେ ସଂଗଠକମାନେ ଦିନ ରାତି ଏକ କରି ସଂଗଠନ ସୃଦୁଢ କରିବାକୁ ଆହ୍ୱାନ ଦେଇଥିଲେ,, ଚାରି ନମ୍ବର ଜୋନ ବିଜୁ ଜନତା ଦଳର ସମସ୍ତ ସରପଞ୍ଚ , ସମିତି ସଭ୍ୟ ଓ ସଭ୍ୟା, ସମସ୍ତ ୱାର୍ଡ ମେମ୍ବର,ଯୁବ ଓ ଛାତ୍ର ଏବଂ ମହିଳା ନେତ୍ରୀ ମା ମାନେ ଯୋଗଦେଇ ଜନ ସମ୍ପର୍କ ପଦଯାତ୍ରା କୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Exit mobile version