ମୋହନା, ଓ ନୁଆଗଡ ବ୍ଳକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯୋଗାଣ ମନ୍ତ୍ରୀ ଗ୍ରସ୍ତକୁ ନେଇ ମୋହନାରେ ପ୍ରଶୃତି ବୈଠକ ଅନୁଷ୍ଠିତ

୦୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ଜିଲ୍ଲା ସଭାପତି ମାନ୍ୟବର ଜଗବନ୍ଧୁ ଦାସ ଓ ବ୍ଲକ ସଭାପତି ମାନ୍ୟବର ରଞ୍ଜୀବ ଶବର. ଏହି ଦୁଇଜଣଙ୍କ ନେତୃତ୍ୱରେ ଆଜି ପଂଚାୟତ ସମିତିଗୃହ ଭିତରେ ବୈଠକ ଅନୁଷ୍ଠିତ ହଇ ଥିଲା ଉକ୍ତ ବୈଠକରେ ସମସ୍ତେ ବିଜୁଜନତାଦଳ କର୍ମୀ ମାନେ ଉପସ୍ଥିତ ଥିଲେ ଆଗାମୀ 9.10.2o23. ରିଖ ଦିନ ମାନ୍ୟବର.ପ୍ରଣବ ପ୍ରକାଶ ଦାସ ରାଜ୍ୟସଂଙ୍ଗଠକ ସମ୍ପାଦକ ଓ ମାନ୍ୟବର ଅତୁନ୍ୟସବ୍ୟସଚ ନାୟକ ଖାଦ୍ୟ ଯୋଗାଣ ଉଚ୍ଚ ଶିକ୍ଷା ମନ୍ତ୍ରୀ ଆସିବେ.

ସେହି ବିଷୟ ନେହି ବୈଠକହଇଥିଲାଏବଂ ଆଗାମୀ 11.10.2023ରିଖଦିନ ପଦଯାତ୍ରା ପାଇଁ ମଧ୍ୟ୍ୟଆଲୋଚନା କରାଗଲା. ଏହି ଦୁଇଟି ପ୍ରଗ୍ରାମ ପାଇଁ ଜିଲ୍ଲା ଉପ ସଭାପତି ଦଣ୍ଡାସୀ ସାହୁ ଓ ଜିଲ୍ଲା ସମ୍ପାଦକ ଯୁବ ଉପ ସଭାପତି ଯୁବ ସମ୍ପାଦକଓ ଛାତ୍ର ଉପ ସଭାପତି ଛାତ୍ର ସମ୍ପାଦକ ଏବଂ ଜିଲ୍ଲା ପରିଷଦ ଓ ଦଳ ଉପସ୍ଥିତିରେ କାର୍ଯ୍ୟକ୍ରମ ଠିକି ରୂପେ ପରିଚାଳିତ କରିବା ପାଇଁ ଜିଲ୍ଲା ସଭାପତି ନିର୍ଦେଶ କରିଥିଲେ ।

ଯୋଗାଣ ଖିଉଟି କଲ୍ୟାଣ ଓ ଉର୍ଚ ଶିକ୍ଷା ମନ୍ତ୍ରୀ ଗତକାଲି ୯ଟା ହେଲିକେଟରରେ ଆସି ମୋହନାରେ ଅବତରଣ ପରେ ମୋହନା ଖ୍ରୀଷ୍ଟିଆନ ଅନୁଗୁରୁ ପିଠରେ ବୈଠକ ପରେ ମୋହନା ବ୍ଳକର ଦଳିୟ କର୍ମମାନଙ୍କ ସହ ଆଲୋଚନା କରିବା ପରେ ମୋହନା ISDS ଗୃହ ଉଦଘାନ ଓ ନୁଆଗଡ ବ୍ଳକର ଉଦୟପୁରୁ ପଞ୍ଚାୟତର ସୁନ୍ଦରବାଡ ଅଞ୍ଚଳର ଦ୍ R D ବିଭାଗ ର ବୁଇଟି ବ୍ରିଜି ଉଦଘାଟନ କରି ଦଳୀୟ କାଯ୍ୟକ୍ରମ ସହ ମିଶ୍ରଣ ପର୍ବରେ ଯୋଗଦେବେ ମନ୍ତ୍ରୀ ।

Exit mobile version