ବାଣପୁର ୧୩ ନମ୍ବର ଜୋନ ରେ ବିଜୁଜନତା ଦଳର ଜନସମ୍ପର୍କ ପଦ ଯାତ୍ରା

୦୭ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ତେର ନମ୍ବର ଜୋନ ତରଫରୁ ପୂର୍ବତନ କୁମାରଙ୍ଗ ସରପଞ୍ଚ ତଥା ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ଓ ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଯଦୁ ପ୍ରଧାନଙ୍କ ନେତୃତ୍ୱରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୁରୀ ସାଂସଦ ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ମାନସ ରଞ୍ଜନ ପ୍ରଧାନ, ତୁମ୍ବୁରାପୁଟ ସରପଞ୍ଚ ଅକ୍ଷୟ କୁମାର ସେଠୀ, ବାଣପୁର ବ୍ଲକ ଯୁବ ସଭାପତି ଶ୍ରୀଯୁକ୍ତ କୈଳାଶ ମହାପାତ୍ର,ବିଜୁ ଜନତା ଦଳର ବାଣପୁର ବ୍ଲକ ସଭାପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ବଳିୟାରସିଂ ସମେତ ସଂଗଠକ ମୁଖିଆ ମାନେ ଯୋଗ ଦେଇଥିବାବେଳେ ୧୩ ନମ୍ବର ଜୋନରୁ ଶହଶହ ସଂଖ୍ୟାରେ ବିଜୁ ଜନତା ଦଳର ସଦସ୍ୟ ମାନେ ଯୋଗ ଦେଇଥିଲେ l

ପ୍ରଥମେ କୁମାରଙ୍ଗ ଗ୍ରାମର ମନ୍ଦିର ପାର୍ଶ୍ଵରୁ ଆରମ୍ଭ କରି ବିଭିନ୍ନ ଗ୍ରାମ ବୁଲିବା ସହିତ ତୁମ୍ବୁରାପୁଟ ଓ ପ୍ରତାପ ଗ୍ରାମ ପର୍ଯ୍ୟନ୍ତ ଏହି ପଦଯାତ୍ରା ହୋଇଥିଲା l ଓଡିଶା ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସବୁ ଯୋଜନା ସାମିଲ ହୋଇଛି |ଏଥିରୁ କେହିବି ବଞ୍ଚିତ ନହୁଅନ୍ତୁ ଏବଂ ସରକାର ଙ୍କ ହାତ ମୁଠା ଟାଣ କରିବା ସହିତ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଜିତାଇବା ସ୍ବପ୍ନ କୁ ସାକାର କରିବା ନିମନ୍ତେ ସଂଗଠକମାନେ ଦିନ ରାତି ଏକ କରି ସଂଗଠନ ସୃଦୁଢ କରିବାକୁ ଆହ୍ୱାନ ଦେଇଥିଲେ, ତେର ନମ୍ବର ଜୋନ ବିଜୁ ଜନତା ଦଳର ସମସ୍ତ ସରପଞ୍ଚ , ସମିତି ସଭ୍ୟ ଓ ସଭ୍ୟା, ସମସ୍ତ ୱାର୍ଡ ମେମ୍ବର,ଯୁବ ଓ ଛାତ୍ର ଏବଂ ମହିଳା ନେତ୍ରୀ ମା ମାନେ ଯୋଗଦେଇ ଜନ ସମ୍ପର୍କ ପଦ୍ ଯାତ୍ରା କୁ ସାଫଲ୍ୟ ମଣ୍ଡିତ କରିଥିଲେ।

ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ତେର ନମ୍ବର ଜୋନ ତରଫରୁ ପୂର୍ବତନ କୁମାରଙ୍ଗ ସରପଞ୍ଚ ତଥା ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ ଓ ବାଣପୁର ବ୍ଲକ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଯଦୁ ପ୍ରଧାନଙ୍କ ନେତୃତ୍ୱରେ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୁରୀ ସାଂସଦ ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ଶ୍ରୀଯୁକ୍ତ ମାନସ ରଞ୍ଜନ ପ୍ରଧାନ, ତୁମ୍ବୁରାପୁଟ ସରପଞ୍ଚ ଅକ୍ଷୟ କୁମାର ସେଠୀ, ବାଣପୁର ବ୍ଲକ ଯୁବ ସଭାପତି ଶ୍ରୀଯୁକ୍ତ କୈଳାଶ ମହାପାତ୍ର,ବିଜୁ ଜନତା ଦଳର ବାଣପୁର ବ୍ଲକ ସଭାପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ବଳିୟାରସିଂ ସମେତ ସଂଗଠକ ମୁଖିଆ ମାନେ ଯୋଗ ଦେଇଥିବାବେଳେ ୧୩ ନମ୍ବର ଜୋନରୁ ଶହଶହ ସଂଖ୍ୟାରେ ବିଜୁ ଜନତା ଦଳର ସଦସ୍ୟ ମାନେ ଯୋଗ ଦେଇଥିଲେ l

ପ୍ରଥମେ କୁମାରଙ୍ଗ ଗ୍ରାମର ମନ୍ଦିର ପାର୍ଶ୍ଵରୁ ଆରମ୍ଭ କରି ବିଭିନ୍ନ ଗ୍ରାମ ବୁଲିବା ସହିତ ତୁମ୍ବୁରାପୁଟ ଓ ପ୍ରତାପ ଗ୍ରାମ ପର୍ଯ୍ୟନ୍ତ ଏହି ପଦଯାତ୍ରା ହୋଇଥିଲା l ଓଡିଶା ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସବୁ ଯୋଜନା ସାମିଲ ହୋଇଛି |ଏଥିରୁ କେହିବି ବଞ୍ଚିତ ନହୁଅନ୍ତୁ ଏବଂ ସରକାର ଙ୍କ ହାତ ମୁଠା ଟାଣ କରିବା ସହିତ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଜିତାଇବା ସ୍ବପ୍ନ କୁ ସାକାର କରିବା ନିମନ୍ତେ ସଂଗଠକମାନେ ଦିନ ରାତି ଏକ କରି ସଂଗଠନ ସୃଦୁଢ କରିବାକୁ ଆହ୍ୱାନ ଦେଇଥିଲେ,, ତେର ନମ୍ବର ଜୋନ ବିଜୁ ଜନତା ଦଳର ସମସ୍ତ ସରପଞ୍ଚ , ସମିତି ସଭ୍ୟ ଓ ସଭ୍ୟା, ସମସ୍ତ ୱାର୍ଡ ମେମ୍ବର,ଯୁବ ଓ ଛାତ୍ର ଏବଂ ମହିଳା ନେତ୍ରୀ ମା ମାନେ ଯୋଗଦେଇ ଜନ ସମ୍ପର୍କ ପଦ୍ ଯାତ୍ରା କୁ ସାଫଲ୍ୟ ମଣ୍ଡିତ କରିଥିଲେ।

Exit mobile version