ମାଲକାନଗିରି ଜ଼ିଲ୍ଲା କାଲିମେଳା ବ୍ଲକ ମୋଟୁ ପଞ୍ଚାୟତ ମୋଟୁ ଠାରେ ବିଜୁ ପଟ୍ଟନାୟକ ବସ୍ ଷ୍ଟାଣ୍ଡ ଉଦଘାଟିତ

୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାଲକାନଗିରି :-> ବିଜୁ ପଟ୍ଟନାୟକ ବସ୍ ଷ୍ଟାଣ୍ଡ ,ମୋଟୁ କୁ ବସ୍ ଚଳା ଚଳ ଶୁଭ ଆରମ୍ଭ କାର୍ଯ୍ୟ କରାଗଲା | ଏଥିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜ଼ିଲ୍ଲା ବିଜୁ ଜନତା ଦଳ ସଭାପତି, ଜନପ୍ରିୟ ନେତା ତଥା ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମି ଓ ଅନ୍ୟତମ ସମ୍ମାନୀତ ଅତିଥି ସ୍ୱତନ୍ତ୍ର ଉନ୍ନୟନ ବିକାଶ୍ ପରିଷଦ ଅଧ୍ୟକ୍ଷ ଶ୍ରୀ ଆଡ଼ମା ରାବା, ଅତିରିକ୍ତ ଜ଼ିଲ୍ଲା ପାଳ ଶ୍ରୀ ବି. ବି. ପ୍ରଧାନ,ଅଞ୍ଚଲିକ ପରିବହନ ଅଧିକାରୀ ଶ୍ରୀ ମାନସ ମିଶ୍ର,ମୋଟୁ ତହସିଲଦାର ଦୁର୍ଗା ପ୍ରସାଦ ଦୋରା,

କାଲିମେଳା ବ୍ଲକ ସଭାପତି ସରତ ଚନ୍ଦ୍ର ବିଶ୍ୱାଳ,କାଲିମେଳା ବ୍ଲକ କାର୍ଯ୍ୟକାରି ସଭାପତି ଶ୍ରୀ ଡ଼ି. ବିଶ୍ୱନାଥ ରେଡ୍ଡୀ,ମୋଟୁ ଜ଼ିଲ୍ଲା ପରିଷଦ ସଭ୍ୟା ଅପର୍ଣ୍ଣା ମଣ୍ଡଳ,ଜ଼ିଲ୍ଲା ଘରଇ ବସ୍ ମାଲିକ ସଂଘ ସଭାନେତ୍ରୀ ଶ୍ରୀମତି ରାଜେଶ୍ୱରୀ ପ୍ରଧାନ, ସମ୍ପାଦକ ତଥା କାଲିମେଳା ବ୍ଲକ ସାଂସଦ ପ୍ରତିନିଧି ଇ. ଭେଙ୍କଟ ରାଓ,କମସେନ ପ୍ରଧାନ,ମୁଚାଲ ରାଓ,

ବିବେକ ମଣ୍ଡଳ,ଦାରି ଳିଙ୍ଗା,ଏ.ଡ଼ି.ଦନାମ,ସମିତି ସଭ୍ୟ ଶ୍ୟାମ ପ୍ରସାଦ ବିଶ୍ୱାସ, ତପନ ମଣ୍ଡଳ, ଏ. ରବି କୁମାର,ସି.ଏଚ ଶୁଭରାଓ ପାତ୍ର,ଶୁକଦେବ ବୈରାଗୀ, କେ. ରାହୁଲ, ଜ଼ିଲ୍ଲା ଛାତ୍ର ମିଡ଼ିଆ ସଂଯୋଜକ ସୁନିଲ ସାହୁଙ୍କ ସହ ମୋଟୁ ଅଞ୍ଚଳ ର ଏସ.ଏଚ.ଜି ମା ମାଉସି ଙ୍କ ସହ ବହୁ ବରିଷ୍ଠ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ |

 

Exit mobile version