ଜଟଣୀ ବିଜେପି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

୩ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଜଟଣୀ ୟୁ ବିଜେପିର କର୍ମକର୍ତ୍ତା ମାନଙ୍କ ଦ୍ଵାରା ସ୍ଥାନୀୟ ବାଛରା ମେଲଣ ପଡିଆ ସ୍ଥିତ ଗାନ୍ଧୀ ମୂର୍ତ୍ତୀରେ ମାଲ୍ୟାର୍ପଣ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବିଜେପି ରାଜ୍ୟ ସ୍ୱଚ୍ଛ ଭାରତ ମିଶନ ସମ୍ମନ୍ଵୟକାରି ମହେଶ ମିଶ୍ର,

ଜଟଣୀ ନଗର ସଭାପତି ତିରୁପତି ପାଣିଗ୍ରାହୀ, ବିଜେପି ଜିଲ୍ଲା ମିଡ଼ିଆ ସେଲ୍ ସମନ୍ୱୟକାରି ପ୍ରଦୀପ ଜେନା, ଯୁବମୋର୍ଚ୍ଚା ଜଟଣୀ ନଗର ସଭାପତି ନାଗ ଭୂଷଣ ରାୟ, ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ସୁନ୍ଦରାୟ, ନଗର ଉପ ସଭାପତି ପ୍ରଶାନ୍ତ ବରାଳ ଓ କବି ସାମନ୍ତରାୟଙ୍କ ସମେତ ବହୁ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।

Exit mobile version