
୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁୁବନେଶ୍ୱର :-> ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ତରଫରୁ ଗାନ୍ଧୀ ଜୟନ୍ତୀ ଅବସରରରେ ଗ୍ରାମୀଣ ସାମ୍ବାଦିକ କଲ୍ୟାଣ ଯୋଜନା ଶୂଭାରମ୍ଭ କାର୍ଯ୍ୟକ୍ର. ଡିପ୍ଲୋମା ଇଂଜିନିୟର ଆସୋସିଏସନ ସଭାଗୃହରେ ଅନୁଷ୍ଠିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ସମସ୍ତ ଗ୍ରାମୀଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାମିଲ କରାଯାଇ ସଂଘ ତରଫରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସହାୟତା ଯୋଗାଇ ଦେବାକୁ ପୂର୍ବ ଘୋଷିତ କାର୍ଯ୍ୟକ୍ରମକୁ “ସୁବିଧା” କାର୍ଡକୁ ଆନୁଷ୍ଠାନିକ ଭାବେ ଅତିଥିମାନଙ୍କ ଦ୍ୱାରା ଶୁଭ ଉନ୍ମୋଚନ କରାଯାଇଛି ।

