
୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଆଜି ମା ଭଗବତୀଙ୍କ ପୀଠ ରୁ ପ୍ରତିବର୍ଷ ଭଳି ଏବର୍ଷ ଚିଲିକା ନିର୍ବାଚନ ମଣ୍ଡଳୀରୁ ବିଜେଡି ତରଫରୁ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଙ୍କ ନେତୃତ୍ୱରେ ପଦଯାତ୍ରା ଆରମ୍ଭ ହୋଇଛି। ଏହି ପଦଯାତ୍ରାରେ ମା ଭଗବତୀଙ୍କ ପୀଠ ରୁ ଆରମ୍ଭ ହୋଇ ପଲଟଣ ପଡିଆ ପର୍ଯ୍ୟନ୍ତ ପଦଯାତ୍ରା ଚାଲିଥିଲା । ପ୍ରଥମେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ମା ଭଗବତୀଙ୍କ ଦର୍ଶନ କରି ପଦଯାତ୍ରାରେ ଯୋଗଦେଇଥିଲେ।

