ମାହାଙ୍ଗାରେ ଆମାନିଆଙ୍କ ଲଗାମ ନାଇଁ, ଅବାଧରେ ଚାଲିଛି ମେଳି କଟକ ଜିଲ୍ଲାରେ ପୁଣି ୨୯ କରୋନା ଆକ୍ରାନ୍ତ ଚିହ୍ନଟ

CREATOR: gd-jpeg v1.0 (using IJG JPEG v62), quality = 75

ଓଡିଶା ତାଜା ନ୍ୟୁଜ୍ (୦୭ ଜୁଲାଇ ମଙ୍ଗଳବାର) କଟକ ଜିଲ୍ଲା :- କଟକ ଜିଲ୍ଲା ରେ ଆଜି ପୁଣି ୨୯ ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । କଟକ ସହର ୫ ସମେତ ,ଟାଙ୍ଗୀ ବ୍ଲକରେ ୧,କଟକ ସଦର ୧ ବାଙ୍କୀ ବ୍ଲକରେ ୧୨, ବଡମ୍ବା ବ୍ଲକ ଅଂଚଳରେ ୫, ନରସିଂହପୁର ବ୍ଲକ ରେ ୨ ,ନିଆଳୀ ବ୍ଲକରେ ୨ ଓ ସାଲେପୁର ବ୍ଲକ ରେ ୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।

କଟକ ଜିଲ୍ଲାରେ ଗୋଷ୍ଟି ସଂକ୍ରମଣ ଦେଖାଦେଇଥିବା ବେଳେ ଏହାକୁ ରୋକିବାକୁ ପ୍ରଶାସନ ଯେତେ କଡା ପଦକ୍ଷେପ ନେଲେବି ଅମାନିଆ ଲୋକଙ୍କୁ ଲଗାମ ଲଗାଇବାରେ ବିଫଳ ହେଉଥିବା ଦେଖିବାକୁ ମିଳିଛି, ରାସ୍ତା ଘାଟ ବଜାର ଛକ ସବୁ ଆଡେ ଲୋକ ମେଳି ବାନ୍ଧୁଥିବାବେଳେ ଏମାନଙ୍କୁ ରୋକିବାପାଇଁ କାର୍ଯ୍ୟାନୁଷ୍ଠାନ ନାଇଁ, ଯାହା ଫଳରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ( ରିପୋର୍ଟ – ଲଷ୍ମୀଧର ଖୁଣ୍ଟିଆ )

Exit mobile version