ମୋହନାଏମ୍ କେ ସି ଜିି ସ୍ବତନ୍ତ ବିଦ୍ୟାଳୟ ବିଶ୍ବ ବଧିର ଦିବସ ଓ ସିଂକେତିକ ଭାସା ଦିବସ ପାଳନ

୨୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ମୋହନାର ନୁଆ ବସଷ୍ଟାଣ୍ଡ ଠାରୁ ଏମ୍ କେ ସି ଜି ସ୍ବତନ୍ତ ବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ , ଡମ୍ର ବଜାର ସହିତ ବେନେର ଓ ପ୍ଲାଗ୍ କାର୍ଡ ଧରି ରୋଡ ସୋ କରିଥିଲେ । ଏଥିରେ ଅନୁଷ୍ଠାନର ସଂମ୍ପାଦକ ଦଣ୍ଡାସି ସାହୁ ଓ ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇଥିଲେ ।

ଛାତ୍ରଛାତ୍ରୀମାନଙ୍କୁ ସାଂକେତିକ ବଷାର ଏକ ଷ୍ଟୋରି ଶିକ୍ଷୟିତୀ ସସ୍ମିତା ଲିମା ବୁଝିଥିଲେ । । ମୁକ ଓ ବଧିର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ନାଚ ଗୀତ କରିଥିଲେ । ଉକ୍ତ ସଭକୁ ପରିଚାଳନା କରିଥିଲେ ଅଧ୍ୟକ୍ଷ ଦାମୋଦର ଦାସ ଏବଂ ପରିଶେଷରେ ସମସ୍ତଙ୍କୁ ନିରୋଜ କୁମାର ବେହେରା ଧନ୍ୟବାଦ ଦେଇଥିଲେ ।

Exit mobile version