ବାଇକ୍ ଚାଳକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ

୨୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ନିଆଳୀ ଥାନା ଅନ୍ତର୍ଗତ ଶାସନପଦା ନିକଟରେ ଶୁକ୍ରବାର ରାତିରେ ଘଟିଯାଇଛି ଏକ ଅଘଟଣ । ଶାସନପଦା ଗ୍ରାମର କିଶନ ଦାସ ନାମକ ଜଣେ ବାଇକ୍ ଚାଳକ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯିବାରୁ,

ମୁଣ୍ଡ ଫାଟି ପ୍ରବଳ ରକ୍ତ ସ୍ରାବ ହୋବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ଏହି ଖବର ଶୁଣି ବିଜେଡ଼ିର ଆଶୟୀ ବିଧାୟକ ପ୍ରାର୍ଥୀ ଇଂ ପ୍ରସନ୍ନ ମଲ୍ଲିକ ମର୍ମାହତ ହୋଇ ତାଙ୍କ ପରିବାରକୁ ସମ ବେଦନା।ଜଣାଇଛନ୍ତି ।

Exit mobile version