ଜଟଣୀରେ ସାମାଜିକ ଦୁରତାକୁ ଅବମାନନା ତଣ୍ଡ ଗଣିଲେ – ଦୋକାନୀ

ଓଡିଶା ତାଜା ନ୍ୟୁଜ୍ (୬ ଜୁଲାଇ ୨୦୨୦ ସୋମବାର) ଜଟଣୀ :- ଜଟଣୀରେ ସାମାଜିକ ଦୁରତାକୁ ଅବମାନନା ତଣ୍ଡ ଗଣିଲେ ଦୋକାନୀ ଆଜି ସରକାରୀ ତଥା ଜିଲ୍ଲା ପ୍ରଶାସନ ନିର୍ଦେଶ କ୍ରମେ ଜଟଣୀ ତହସିଲର ଏକ ଟିମ ଜଟଣୀର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାସ୍କ ପିନ୍ଧି ନ’ଥିବା ଓ ସାମାଜିକ

ଦୂରତାକୁ ଉଲଘଂନ କରି ବ୍ୟବସାୟ କରୁଥିବା ୧୩ ଜଣ ଦୋକାନୀ ଓ ୧୨ ଜଣ ଅବମାନନା କାରୀଙ୍କ ଠାରୁ ଦଶ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଅତିରିକ୍ତ ତହସିଲଦାର ଦିଲ୍ଲୀପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି . (ଜଟଣୀ ରୁ ଇଫତେଖାର ଅଲ୍ଲୀ)

Exit mobile version