ପ୍ରଶାସନ ଶୁଣିଲାନି ନିଜେ ଖର୍ଚ୍ଚ କରି ପାଇପ ବିଛାଇଲେ ଲୋକେ

୨୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି  :-> ରାଜ୍ୟ ସରକାର ଙ୍କ ବସୁଧା ଯୋଜନା କାହା ସ୍ୱାର୍ଥ ରେ ନା ବ୍ଲକ ର ମନମୁଖୀ ରେ ଚାଲିଛି ରାଜ୍ୟ ସରକାର ପ୍ରଚାରପ୍ରସାର ରେ କହୁଛନ୍ତି ସାଡେ ଚାରି କୋଟି ଓଡ଼ିଆ ଙ୍କ ପାଇଁ ବିଭିନ୍ନ ଯୋଜନା ଲୋକର୍ପିତା ହେଇଛି ହେଲେ ତାହା ଆଦିବାସୀ ଆଦୁଷିତ ଗାଁ ଗୁଡିକୁ ରେ ବ୍ଲକ ପ୍ରଶାସନ ର ଏବେହେଲା ପାଇଁ ଅଟକିଛି ଯାହା ଦ୍ୱାରା ଗ୍ରାମ ବାସୀ ଜିଲ୍ଲା ପାଳ ଅଭିଯୋଗ ଶୁଣାଣି ଠାରୁ ନେଇ ୫ଟି ସଚିବ,ପଂଚାୟତ ଓ ବିଡ଼ିଓ ଙ୍କୁ ଅବଗତ କରାଇଥିଲେ ଗାଁ ରେ ୮ଟି ନଳକୂପ ଅଚଳ ପଡିଛି ଗୋଟିଏ ସୋଲାର ପାଣି ଯୋଗାଇବା ପାଇଁ ଅଛି କିନ୍ତୁ ପାଣି ଯୋଗାଇବା ରେ ବିଫଳ ତେଣୁ ଆମକୁ ପାଣି ଟୁପେ ଦିଅନ୍ତୁ ହେଲେ

ପ୍ରଶାସନ ନିଦାବିଷ୍ଣୁ ସାଜିବାରୁ ଗାଁ ରେ ବୈଠକ କରି ଚାନ୍ଦା ଆଦାୟ କରି ପାଇପ ମଟର କିଣି ଗାଁ ଠାରୁ ଏକ କିମି ଦୂର ରେ ଥିବା ଜଙ୍ଗଲ ମଧ୍ୟରେ ଝରଣା ରୁ ମଟର ଫିଟ କରି ଗାଁ କୁ ପାଇପ ବିଛାଇ ପାଣି ଆଣି ବେବହାର କରୁଛନ୍ତି ତାହା ମଧ୍ୟରେ ଅପରିଷ୍କାର ପାଣି ଉକ୍ତ ପାଣି ପିଇ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେଉଛନ୍ତୁ ଏଭଳି ଦୃଶ୍ୟ ଦେଖିବାକୁ ମେଳିଛି ଖାରୀଗୁଡା ପଂଚାୟତ ବାଚୀପଙ୍କା ଗାଁ ରେ ଗାଁ ରେ ବସବାସ କରନ୍ତି 80ପରିବାର ଲୋକ ସଂଖ୍ୟା ୮ଶହ ରୁ ଉର୍ଦ୍ଧ ପାଣି ପାଇଁ ପ୍ରତେକ ଦିନ ଝଗଡା ଝାଟି ହେବାକୁ ପଡୁଛି ପାଣି ପାଇଁ ବହୁ ସମୟ ଅପେକ୍ଷା କରିଲେ ଗୋଟିଏ ହାଣ୍ଡି ପାଣି ମେଳୁଛି ତାହା ବହୁ କଷ୍ଟ ରେ ତ କେବେ ପାହାଡିଆ ଜଙ୍ଗଲ ଦେଇ ନଦୀ ଉପରେ ଥିବା କାଠ ଗଣ୍ଡି ଉପରେ ଜୀବନ କୁ ବାଜି ଲଗାଇ ଝରଣା ରୁ ପାଣି ବେବହାର କରିବାକୁ ପଡୁଥିଲା ପରେ ନିଜେ ଖର୍ଚ୍ଚ କରି ପାଇପ ବିଛେଇ ଗାଁ କୁ ପାଣି ଆଣିଛନ୍ତି ଗାଁ ଲୋକେ ତୁରନ୍ତ ବିଶୁଦ୍ଧ ପାଣି ନ ଯୋଗାଇଲେ ଜାତୀୟ ରାଜପଥ ୩୨୬ ବ୍ରହ୍ମପୁର, ରାୟଗଡା ମୋହନା ମୁଖ୍ୟ ରାସ୍ତା ଅବରୋଦ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମ ବାସୀ

Exit mobile version