ନୂଆଖାଇଁ ଜୁହାର : ଚନ୍ଦ୍ରଶେଖର ବାଗ

୨୦ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବଲାଙ୍ଗିର :-> ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ତଥା ଅଞ୍ଚଳ‌ର ସମସ୍ତ ଗୁରୁଜନ ଓ ଭାଇଭଉଣୀ ମାନଙ୍କୁ ନୂଆଁଖାଇ ଜୁହାର , ହାର୍ଦ୍ଦିକ ଶୁଭେଚ୍ଛା ।

ସମସ୍ତ ର ସୁଖ – ସମୃଦ୍ଧି ହେଉ ଏତିକି ମାଁ ବିନ୍ଧ୍ୟବାସିନୀ ଙ୍କ ଠାରେ ପ୍ରାର୍ଥନା । ଚନ୍ଦ୍ରଶେଖର ବାଗ , ସର୍ବ ଭାରତୀୟ ବିଂଝାଲ ସମାଜ, ଉପ ଲାଟ ସଭାପତି ତଥା ଜିଲ୍ଲା ସଭାପତି ବଲାଙ୍ଗିର ।ନୂଆଁଖାଇ ଜୁହାର

Exit mobile version