
ଅଜଣା ଗାଡି ଧକ୍କାରେ ବାଇକି୍ ଆରୋହୀ ମୃତ୍ୟୁ : ମୁଖ୍ୟ ରାସ୍ତା ଅବରୋଧ


ଅନାଦି କେରଳରେ ରହି କାମ କରନ୍ତି । ସେ ତିନି ଦିନ ତଳେ ଘରକୁ ଫେରିଥିଲେ । ଆଜି ମଧ୍ୟାହ୍ନରେ ସେ ବାଇକ୍ ଯୋଗେ ଛେଳିଗଡ଼ରୁ ପାଢ଼ୀଗାଁକୁ ଯାଉଥିଲେ । ପାଢ଼ୀଗାଁରେ ତାଙ୍କ ଶ୍ୱଶୁରଙ୍କ ଘର । ସେଠାରେ ତାଙ୍କ ପତ୍ନୀ ଓ ଛୁଆ ଥିବାରୁ ସେମାନଙ୍କୁ ଭେଟିବାକୁ ଯାଉଥିଲେ ଅନାଦି। ହେଲେ ଚନ୍ଦ୍ରଗିରି କାନାଡା ବ୍ୟାଙ୍କ ନିକଟସ୍ଥ ବୁଲାଣି ରାସ୍ତାରେ ଏକ ପିକ୍ଅପ୍ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
Related Content
ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ
by
Proprietor Abhimanyu Maharana
August 1, 2026
ସୂଚନା ବିଭାଗର ନିକ୍ଷେପକଙ୍କୁ ଅବସର ସମ୍ବର୍ଦ୍ଧନା
by
Proprietor Abhimanyu Maharana
August 1, 2026
ବନ୍ଦେ ବ୍ରହ୍ମକ୍ଷେତ୍ର ବ୍ରହ୍ମଗିରି ଜନନୀ
by
Proprietor Abhimanyu Maharana
August 1, 2026
ପୂର୍ବତନ ଅଧ୍ୟକ୍ଷଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
by
Proprietor Abhimanyu Maharana
August 1, 2026
ରୋଗ ଓ ଅର୍ଥାଭାବ ଚାପରେ ଆଖି ବୁଜିଲେ ନିଃସନ୍ତାନ ଦମ୍ପତି
by
Proprietor Abhimanyu Maharana
August 1, 2026
ସରକାରଙ୍କର ବ୍ୟବସ୍ଥା ଉପରେ ନିୟନ୍ତ୍ରଣ ନଥିବାରୁ ରାଜ୍ୟରେ ବାରମ୍ୱାର ପ୍ରଶ୍ନପତ୍ର ଲିକ୍ ହେଉଛି : ବିଜେଡି
by
Proprietor Abhimanyu Maharana
August 1, 2026