
୧୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ :-> ଆଜି ନୟାଗଡ ନିକଟ ମାଛିପଡ଼ା ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟ ର ପରିଧାନ ଯୋଜନାରେ ଛାତ୍ର, ଛାତ୍ରୀ ପୋଷାକ ବଣ୍ଟନ ଉତ୍ସବ ପାଳିତ ହୋଇ ଯାଇଛି ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରାଗଲା .
ଆମେ ଗଢ଼ିବା ନୂଆ ଓଡିଶା ସ୍ଲୋଗାନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି. ଉକ୍ତ ଉତ୍ସବରେ ମାଛିପଡ଼ା ଗ୍ରାମପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ! ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହ ଯୋଗ ଦେବା ଅବସରରେ.
