ବିଜେପିରେ ମିଶିଲେ : ଉତ୍କଳ ବିକାଶ ପରିସଦର ସଭାପତି ଇଂପ୍ରକାଶ ସେଠୀ

ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ରଶ୍ମୀରେଖା ଦାସ, କଟକ ଜିଲ୍ଲା ବିଜେପି ଉପସଭାପତି ଗୋକୁଳ ଚନ୍ଦ୍ର ପ୍ରଧାନ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିଭା ଶତପଥୀ, ଖଣ୍ଡେଏତା ପଞ୍ଚାୟତର କାର୍ଯ୍ୟକର୍ତ୍ତା ଅଶୋକ କୁମାର ସାହୁ, ରଣଜିତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବରେ କଟକ ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଥିବା ଇଂ ପ୍ରକାଶ ସେଠୀଙ୍କ ସମର୍ଥକ ମାନେ ଉପସ୍ଥିତ ରହିବା ସହିତ ବିଜେପିରେ ସାମିଲ ହୋଇଥିଲେ ।
Related Content
ନୟାଗଡ଼ରେ ସାଇକ୍ଲୋଥନ ଓ ମାରାଥନ ରାଲି
by
Proprietor Abhimanyu Maharana
May 14, 2026
ନୟାଗଡ଼ ରୋଡ଼ ଉପରେ ପରିବା ଗୋଦାମ : ପ୍ରଶାସନ ଉଦାସିନତା ପାଇଁ ଟ୍ରାଫିକ ଜାମ୍
by
Proprietor Abhimanyu Maharana
May 14, 2026
ଉତ୍ପାଦ ପ୍ରସ୍ତୁତି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ : ପ୍ରଶାସନିକ ଅବହେଳା ଯୋଗୁଁ ଜନଜୀବନ ବିପନ୍ନ
by
Proprietor Abhimanyu Maharana
May 14, 2026
ସଂପର୍କ ତରଫରୁ ମହାବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ସାମାଜିକ ଦାୟିତ୍ୱବୋଧ ତାଲିମ କାର୍ଯ୍ୟକ୍ରମ
by
Proprietor Abhimanyu Maharana
May 14, 2026
ପୁରୀ ମଦର୍ସ ପବ୍ଲିକ୍ ସ୍କୁଲ୍ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ରେ ସଫଳତା
by
Proprietor Abhimanyu Maharana
May 14, 2026
ମା'ର ପଣତ କାନି ବ୍ରହ୍ମାଣ୍ଡର ସବୁଠାରୁ ନିର୍ଭୟ ଓ ନିରାପଦ ଆଶ୍ରୟସ୍ଥଳ
by
Proprietor Abhimanyu Maharana
May 14, 2026