ଆଶା ହରେଇଲା ପରେ ସାହା ହେଲା ବି.ଏସ.କେ.ୱାଇ – କଲକତାର ନାରାୟଣ ହୃଦୟାଳୟରେ ହେଲା ଚିକିତ୍ସା

ବି.ଏସ.କେ.ୱାଇ ଟିମ ଭରସାରେ ଚଳିତ ବର୍ଷ ସେପ୍ଟେମ୍ବର ୧୩ ତାରିଖ ଦିନ ସେଠାରେ ପହଞ୍ଚିଲୁ। ଆଡମିଶନ ଓ ପରୀକ୍ଷା ନିରୀକ୍ଷା ହେଲା । ମୋର ଆବଶ୍ୟକୀୟ ଅପରେସନ ହେଲା । ତା ୦୫/୦୭/୨୦୨୩ ରିଖରେ ହସ୍ପିଟାଲରୁ ଡିସଚାର୍ଜ ହେଲି। ବର୍ତ୍ତମାନ ଘରେ ଭଲ ଅଛି। ମୋର ପରବର୍ତ୍ତୀ ଚିକିତ୍ସା ମଧ୍ୟ ଠିକ୍ ଭାବେ ଚାଲିଛି ।
Related Content
ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଉପଲକ୍ଷେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କଲେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଏବଂ ପୁରୀ ଏସ୍ପି
by
Proprietor Abhimanyu Maharana
June 28, 2026
ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ
by
Proprietor Abhimanyu Maharana
June 28, 2026
ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଛତିଶଗଡ ନିକଟରେ ମୁଣ୍ଡ ବିକିଦେଲା ଓଡିଶା ବିଜେପି ସରକାର - ବିଜେଡି
by
Proprietor Abhimanyu Maharana
June 28, 2026
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେଟ୍ରୋ କିନ୍ନାରାକୁ ଅନୁମୋଦନ କଲା
by
Proprietor Abhimanyu Maharana
June 28, 2026
State Bank of India Approves Metro Kinaaraa
by
Proprietor Abhimanyu Maharana
June 28, 2026
କେବେ ସୁଧୁରିବ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା : ବିଜେଡି
by
Proprietor Abhimanyu Maharana
June 27, 2026