ବିରଳ ପାଟ ମୂଷା ଉଦ୍ଧାର

୧୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି  :->  ମୋହନା ବନବିଭାଗ ଦ୍ବାରା କଲେଜ ଛକ ନିକଟ ନିରଞ୍ଜନ ସାହୁଙ୍କ ଘରକୁ ଏକ ବିରଜ ପ୍ରଜାପତି ପାଟ ମୂଷା ପଶି ଆସିଥିଲା । ମୂଷାକୁ ଦେଖି ସେ ମୋହନା ବନ ବିଭାଗକୁ ଖବର ଦେଇଥିଲେ । ଫରେଷ୍ଟ ଓ କର୍ମଚାରୀ ପହଞ୍ଚି ପାଟ ମୂଷାକୁ ଉଦ୍ଧାର କରି କିର୍ଯ୍ୟାଳୟକୁ ଆଣିଥିଲେ ।

ପାଟ ମୂଷାଟିର ବୟସ ପ୍ରାୟ ୬ ଓ୮ ମାସ ହେବ । ତାକୁ ୨ଦିନ କାର୍ଯ୍ୟାଳୟରେ ରଖି ତା’ ର ସ୍ବାସ୍ଥ୍ୟ ପରିକ୍ଷା କରାଯିବ ପରେ ତାକୁ ଲଖାରି ଅଭୟଣ୍ୟରେ ଛଡାଯାଇ ବୋଲି ରେଞ୍ଜର ସୁଚନା ଦେଇଛନ୍ତି ।

Exit mobile version