ଅଜଣା ଗାଈ କୁ କାନ୍ଧ ଦେଲେ ସଂଶୟକ ସେବକ

୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ମୋହନା ବ୍ଲକ ରେ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି ଗୋମାତା ଉପରେ ଅତ୍ୟାଚାର ଗାଈ ପାଳନ କରି ତାହାରି କ୍ଷୀର ବିକ୍ରି କରି ଟଙ୍କା ପଇସା ରୋଜଗାର କରନ୍ତି ଆଉ ଯେତେବେଳେ ସେ ଗାଈ ହିଁ ରୋଗରେ ଆକ୍ରାନ୍ତ ହୁଏ ତାକୁ ରାସ୍ତା ଛାଡି ଦିଅନ୍ତି ଚିକିତ୍ସା ନ କରି ଏଭଳି ଘଟଣା ଦେଖିବାକୁ ମିଳିଛି

ମୋହନା ରେ ତାରିଣୀ ମନ୍ଦିର ଠାରେ ଗୋଟିଏ ଗାଈ ବହୁଦିନ ଧରି ଛଟପଟ ହେବା ପରେ ମଙ୍ଗଳବାର ଦିନ ମୃତ ଘଟିଛି ଆଉ କେହି ତାକୁ କାନ୍ଦ ଦେବାକୁ ନଥିବା ବେଳେ ଆର ଏସ ଏସ ର ସଂଶୟକ ସେବକ ଭାଇ ମାନେ ଏକତ୍ରିତ ହୋଇ ଗୋମାତା କୁ ଉଦ୍ଧାର କରି ଜଙ୍ଗଲ ରେ ନୀତିକ୍ରାନ୍ତି ରେ ପୂଜା କରି ଗାତ କରି ପୁତିଛନ୍ତି.

Exit mobile version