ରାଜ୍ୟ ସରକାରଙ୍କ “ନୀଳବର୍ଣ୍ଣ ଶୃଗାଳର ରୂପ” କୁ ଚିହ୍ନିସାରିଛନ୍ତି ବସ୍ତିବାସିନ୍ଦା : ବାବୁ ସିଂ

ଜଣେ ବସ୍ତିବାସିନ୍ଦାଙ୍କୁ ୩୨୩ ବର୍ଗ ଫୁଟ୍ର ଜମି ଦେଇଛନ୍ତି । କିନ୍ତୁ ଘରକୁ ଯିବାକୁ ୨୦ଫୁଟର ରୋଡ ନହେଲେ ପ୍ଲାନ ଆପ୍ରୁଭାଲ ହେବ ନାହିଁ । ଏହି ପ୍ଲାନ ଆପ୍ରୁଭାଲ କେମିତି ଦେବ ବିଏମ୍ସି? ଖାଲି ଜମି ଦେଲେ ହେଲେ ରାସ୍ତ ପାଇଁ ଜମି ଦେଲେ ନାହିଁ । ରାଜ୍ୟ ସରକାର ମିଥ୍ୟା ପଟ୍ଟା ଦେଇ ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି ।
Related Content
ଭାରତର ସର୍ବବୃହତ ଆନିମେସନ୍ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ
by
Proprietor Abhimanyu Maharana
June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି
by
Proprietor Abhimanyu Maharana
June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ
by
Proprietor Abhimanyu Maharana
June 28, 2026
ଚଳିତମାସ ୨୯ ତାରିଖରେ ଭୁବନେଶ୍ଵରରେ ଆନ୍ଦୋଳନ ପାଇଁ ଚେତାବନୀ-ଓଷ୍ଟା
by
Proprietor Abhimanyu Maharana
June 28, 2026
ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଉପଲକ୍ଷେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କଲେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଏବଂ ପୁରୀ ଏସ୍ପି
by
Proprietor Abhimanyu Maharana
June 28, 2026
ବାଲିଗୁଡା ରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ
by
Proprietor Abhimanyu Maharana
June 28, 2026