ନୟାଗଡ଼ ଜିଲ୍ଲାରେ ଜଗନ୍ନାଥ ମନ୍ଦିର ରେ ଶ୍ରୀ ଜୀଉ ଙ୍କ ରୀତି ନୀତି ପରମ୍ପରା ଅନୁସାରେ ମହାପ୍ରଭୁ ଙ୍କୁ ସୁନା ବେଶ ।

ଓଡିଶା ତାଜା ନ୍ୟୁଜ୍ (୦୨ ଜୁଲାଇ ଗୁରୁବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାରେ ଜଗନ୍ନାଥ ମନ୍ଦିର ରେ ଆଜି ଶ୍ରୀ ଜୀଉ ଙ୍କ ରୀତି ନୀତି ପରମ୍ପରା ଅନୁସାରେ ମହାପ୍ରଭୁ ଙ୍କୁ ସୁନା ବେଶ କରାଯାଇଛି । କରୋନା କଟକଣା ରେ ରଥ ରେ ପ୍ରଭୂ ଙ୍କୁ ଅବସ୍ଥାନ କରାଯାଇନଥିଲା ଠାକୁର ଙ୍କ ସେବକ ମାନେ ମନ୍ଦିର ଭିତରେ ଏଇ ନୀତି ସମ୍ପନ୍ନ କରିଛନ୍ତି (ରିପୋର୍ଟ ରାମକୃଷ୍ଣ ରଥ )

Exit mobile version