ବିଧାୟିକାଙ୍କ ମହତପଣିଆ

୫ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚମ୍ପୁଆ :-> ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ମାନୀତ ବିଶିଷ୍ଟ କଣ୍ଡେଇ ନୃତ୍ୟଶିଳ୍ପୀ‌ କଳାକାର ମୁନିବର ସିଂ ଅସୁସ୍ଥତା ହେତୁ ଭଣ୍ଡା ମେଡିକାଲରେ ଚିକିତ୍ସୀତ ହେଉଥିବାର ଖବର ଶୁଣି ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବୁଝିଥିଲେ

ଏବଂ ଚିକିତ୍ସୀତ ହେଉଥିବା ଅନ୍ୟ ରୋଗୀ ମାନଙ୍କ ସହିତ ସ୍ବାସ୍ଥ୍ୟ ସେବା ବିଷୟରେ ଆଲୋଚନା କରି ଡାକ୍ତର ମାନଙ୍କୁ ଠିକ୍ ସମୟରେ ଚିକିତ୍ସା ଯୋଗାଇବାକୁ ପରାମର୍ଶ ଦେଇଥିଲେ । ଏବଂ ଯେକୌଣସି ସାହାର୍ଯ୍ୟ ଦରକାର ପଡ଼ିଲେ ନିରପେକ୍ଷ ଭାବେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Exit mobile version