କଟକରେ ରେକର୍ଡ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

CREATOR: gd-jpeg v1.0 (using IJG JPEG v62), quality = 75

ଓଡିଶା ତାଜା ନ୍ୟୁଜ୍ (୦୨ ଜୁଲାଇ ଗୁରୁବାର )କଟକ :- କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ରେ ଆଜି ଗୋଟିଏ ଦିନରେ ୫୫ ଜଣ କୋରୋନା ପଜିଟିଭ୍‌ ଚିହ୍ନଟ ହେବାପରେ କୋକୁଆ ଭୟ ସୃଷ୍ଟି ହେଇଛି । ଆକ୍ରାନ୍ତ ଙ୍କ ମଧ୍ୟରୁ ଜଣେ ନର୍ସ, ୧୮ ରୋଗୀ ଓ ୩୬ ଜଣ ରୋଗୀ ସଂପର୍କୀୟଙ୍କୁ କୋରୋନା ଆକ୍ରାନ୍ତ ହୋଇଛି ।

କକର୍ଟ କେନ୍ଦ୍ରରୁ ୯ ଦିନରେ ମଧ୍ୟରେ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ଦ୍ୱାରା ଗୋଷ୍ଟି ସଂକ୍ରମଣ ହେବାର ଆଶଙ୍କା ଦେଖାଯାଇଛି, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଖୋଜା ଚାଲିଛି । ( ରିପୋର୍ଟ – ଲଷ୍ମୀଧର ଖୁଣ୍ଟିଆ )

Exit mobile version