ଓଡିଶା ତାଜା ନ୍ୟୁଜ୍ (୦୨ ଜୁଲାଇ ଗୁରୁବାର ) ନୟାଗଡ :- ଶିଳରେ ଛେଚି ବୃଦ୍ଧଙ୍କୁ ହତ୍ୟା । ଏଭଳି ଏକ ହତ୍ୟା କାଣ୍ଡ ନୟାଗଡ ଟାଉନ ଥାନା ଅନ୍ତଗତ ଡିଅଁପଡା ଗାଁ ରେ ଘଟିଛି । ସେ ଗାଁର ପ୍ରହଲ୍ଲାଦ ଜେନା ପ୍ରତେକ ଦିନ ଭଳି ରାତିରେ ଖାଇ ସୋଇଥିଲା । କେହି ଦୃବୁତ ରାତିରେ ଆସି ତାଙ୍କୁ ଶିଳ ରେ ଛେଚି ଛେଚି ହତ୍ୟା କରିଛି । ସକାଳୁ ତାଙ୍କ ତାଙ୍କ ପରିବାର ଲୋକମାନେ ଦେଖି ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପଂହଁଚି ମୃତ ଦେହକୁ ସବ ବ୍ୟବଛେଦ ନିମନ୍ତେ ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛି । ଅନ୍ୟ ପକ୍ଷରେ ଟଙ୍କା ଦେବା ନେବାକୁ ନେଇ ହତ୍ୟା ହୋଇଥିବା ପରିବାର ଲୋକ କହିଛନ୍ତି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପଂହଁଚି ତଦନ୍ତ ଚଳାଇଛିନ୍ତି । ତେବେ ଘଟଣା ସ୍ଥଳରେ ଟାଉନ ଥାନା ଆଇ. ଆଇ. ସି ପହଂଚି ଘଟଣାର ଛାନଭିନ ଆରମ୍ଭ କରିଛନ୍ତି । (ରିପୋର୍ଟ – ରାମକୃଷ୍ଣ ରଥ )
ଶିଳରେ ଛେଚି ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ : ନୟାଗଡ଼

- Categories: Uncategorized, ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ
by
Proprietor Abhimanyu Maharana
June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
by
Proprietor Abhimanyu Maharana
June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ
by
Proprietor Abhimanyu Maharana
June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ
by
Proprietor Abhimanyu Maharana
June 22, 2026
ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ ୩୨ ଗୋଟି ପାଖୁଡା ନିର୍ମାଣ କାର୍ଯ୍ଯ ଶେଷ
by
Proprietor Abhimanyu Maharana
June 22, 2026
ନନ୍ଦଳା ଗ୍ରାମର ବିଶ୍ୱରଞ୍ଜନ ନାୟକ ଙ୍କ ଉପରୁ ବାସନ୍ଦ ଉଠାଇଲେ ଗ୍ରାମବାସୀ - ସଫଳ ସାମାଜିକ ପୁନର୍ବାସ
by
Proprietor Abhimanyu Maharana
June 22, 2026