ଚନ୍ଦ୍ରୟାନ ୩ର ସଫଳ ଅବତରଣ : ଜଟଣୀ ନଗର ମଣ୍ଡଳ ତରଫରୁ ଧନ୍ୟବାଦ୍ ଅର୍ପଣ

୨୪ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା -ଜଟଣୀ  :-> ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଉଦ୍ୟମରେ ଇସ୍ରୋ ଦ୍ବାରା ଚନ୍ଦ୍ରଯାନ-୩ ର ସଫଳ ଅବତରଣ ଅବସରରେ ଜଟଣୀ ନଗର ମଣ୍ଡଳ ତରଫରୁ ଧନ୍ୟବାଦ ଅର୍ପଣ ଉତ୍ସବ ପାଳନ କରାଯାଇଥିଲା ।ଏଥିରେ ଜଟଣୀ ନଗର ମଣ୍ଡଳ ସଭାପତି ତିରୁପତି ଶତପଥି,ରାଜ୍ୟ ସ୍ୱଚ୍ଛ ଭାରତର ସଂଯୋଜୋକ ମହେଶ ମିଶ୍ର, ପ୍ରଶାନ୍ତ ପ୍ରଧାନ,ପ୍ରଦୀପ ଜେନା,ନାଗ ଭୂଷଣ ରାୟ,ରଘୁ ନାୟକ, ସିଦ୍ଧାର୍ଥ ପାତ୍ର,ଦିଲ୍ଲିପ ବିଶ୍ଵାଳ,ନଳନୀ ସ୍ୱାଇଁ,ଦେଵ ଯାଲି,ଗଦା ବରାଳ,ସନ୍ତୋଷ ଶାସ୍ତ୍ରୀ,ନାରାୟଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

Exit mobile version