ବନ୍ଧନ ବ୍ୟାଙ୍କର ୮ତମ ପ୍ରତିଷ୍ଠା ଦିବସ ପାଳିତ

୨୩ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନ୍ଧନ ବ୍ୟାଙ୍କର ଶାଖା ପକ୍ଷରୁ ୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆଜିର ଦିନରେ ବନ୍ଧନ ବ୍ୟାଙ୍କର ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ ଶାଖା ପରିଚାଳକ ନିରୂପମା ପ୍ରଧାନ, କ୍ୟାସିୟର ସଞ୍ଜୟ କୁମାର ବେହେରା,

ଅଫିସର ସୂର୍ଯ୍ୟକାନ୍ତ ଜେନା, ସନ୍ଦିପ ବେହେରା,ପ୍ରଶାନ୍ତ ଘଡେ଼ଇ, ନିଳାଦ୍ରୀ ମଙ୍ଗରାଜ, କାଜଲ ଘଡେ଼ଇ, ସୁଜାତା ନାୟକ, ଗ୍ରାହକ ,ଘର ଓନର ସୁନିତା ସାହୁ ପ୍ରମୂଖ ଉପସ୍ଥିତ ରହି କେକ୍ କାଟି ଧୂମଧାମରେ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳନ କରିଥିଲେ।

 

Exit mobile version