ଗଣିଆ ରେ ନବ ନିର୍ମିତ ଆମ ବସଷ୍ଟାଣ୍ଡ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟ କ୍ରମ ରହିଅଛି

୨୨ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗଣିଆ  :-> ଗଣିଆ ରେ ଅପରାହ୍ନ 05 ଘଟିକା ସମୟରେ ଗଣିଆ ରେ ନବ ନିର୍ମିତ ଆମ ବସଷ୍ଟାଣ୍ଡ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟ କ୍ରମ ରହିଅଛି. ତେଣୁ ଏହି କାର୍ଯ୍ୟକ୍ରମ କୁ ଗଣିଆ ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ପ୍ରିଣ୍ଟ ମେଡ଼ିଆ ଓ ଇଲେକ୍ଟ୍ରୋନିକ ମେଡ଼ିଆ ର ସମସ୍ତ ସାମ୍ବାଦିକ ବନ୍ଧୁ ଙ୍କୁ ଏହି କାର୍ଯ୍ୟକ୍ରମ କୁ ସଦରେ ଆମନ୍ତ୍ରଣ କରାଯାଉଛି.

ଆପଣମାନଙ୍କର ନିଶ୍ଚିତ ଉପସ୍ଥିତି କାମନା କରୁଛୁ @ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଅଧକ୍ଷ ଆମ ବସଷ୍ଟାଣ୍ଡ କମିଟି, ଗଣିଆ ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କୁ ବିଶେଷ ଅନୁରୋଧ ଆସନ୍ତା କାଲି ତା 23-08-2023 ରିଖ ଅପରାହ୍ନ ରେ ଉକ୍ତ ନିମନ୍ତ୍ରଣ ଅନୁଯାୟୀ 05 ଘଟିକା ପରିବର୍ତ୍ତେ 3:30 PM ସମୟ ରେ ସାମ୍ବାଦିକଙ୍କ ପାଇଁ ସଂରକ୍ଷିତ ଆସନ ଅଳଙ୍କୃତ କରିବେ ଓ ଶୃଙ୍ଖଳା ର ସହ କାର୍ଯ୍ୟ ସମ୍ପାଦନ କରିବେ।

Exit mobile version