ନୂଆଗଡ ସେବା ସମବାୟ ସମିତି ଲିଃ ର ସଭାପତି ରବୀନ୍ଦ୍ର

୧୮ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ   ନୂଆଗଡ ସେବା ସମବାୟ ସମିତି ଲିଃ ର ସଭାପତି ନିର୍ବାଚନରେ ଶ୍ରୀ ରବୀନ୍ଦ୍ର କୁମାର ଜୟସିଂହ  ଭୋଟ ରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଶ୍ରୀ ସୁଶାନ୍ତ କୁମାର ମଙ୍ଗରାଜ ଙ୍କୁ  ୫ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରି

 

ନୂତନ ସଭାପତି ଭାବେ  ନିର୍ବାଚିତ ହୋଇଛନ୍ତି ।ବିଜୟୀ ସଭାପତିଙ୍କୁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରିସ୍ନା ମାନ୍ଧାତା ଅଭିନନ୍ଦନ ଜଣାଇଲେ। ଏହି ଅବସରରେ ଦଳୀୟ କର୍ମୀମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।

Exit mobile version