ଖେଳ ଶିଖାଇବା ବଦଳରେ ନାବଳିକା ଛାତ୍ରୀକୁ କିପରି କଲେ ପ୍ରେମ
ଖେଳ ଶିକ୍ଷକ ମିଡିଆରେ ବୟାନ ଦେଉଛନ୍ତି ସେ ବି ଜଣେ ଅପସ୍ମାର ରୋଗୀ
ସଂପୃକ୍ତ ଖେଳ ଶିକ୍ଷକ ଚକ୍ରବ୍ୟୁହ ରଚି ମିଡ଼ିଆକୁ ହାତ ବାରିସି କରି ଖସି ଯିବାକୁ ଚାହୁଁନାହାଁନ୍ତିତ…?
ଅଭିନୟ କରି ଖସିଯିବାକୁ ଯୋଜନା କରିନାହାନ୍ତିତ ମୃତ ନାବାଳିକା ଛତ୍ରୀଙ୍କ ପ୍ରେମିକ ରସିକିଆ ଖେଳ ଶିକ୍ଷ
୧୭ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ଖେଳ ଶିଖାଇବା ବଦଳରେ ନାବଳିକା ଛାତ୍ରୀକୁ କିପରି କଲେ ପ୍ରେମ, ଏହା ଶିକ୍ଷକ ସମାଜ ପାଇଁ କଳଙ୍କ, ଯଦି ନାବାଳିକା ଝିଅଟି ନିଜ ଘରୁ ନିର୍ଯ୍ୟାତନା ପାଉଥିଲା ତେବେ ରସିକିଆ ଖେଳ ମାଷ୍ଟର କଣ ପାଇଁ ସବୁ ଜାଣି ଚୁପ ରହି ଏହାର ଫାଇଦା ନେଇଥିଲେ, କାହିଁକି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କିମ୍ବା ଶିଶୁ ସୁରକ୍ଷା ଅଧିକାରୀଙ୍କ ନଜରକୁ କାହିଁକି ଆଣିନଥିଲେ,
ବରଂ ନାବାଳିକା ଛାତ୍ରୀର ଅସହାୟତା ର ଫାଇଦା ଉଠାଇ ତାକୁ ନିଜର ପ୍ରେମିକା ସଜାଇ ନିଜ ଲାଳସା ମେଣ୍ଟାଇନାହାନ୍ତି ତ ? ଏତେ ସବୁ ଘଟଣା ଘଟିବା ପରେ କଣ ପାଇଁ ରସିକିଆ ଶିକ୍ଷକ ଙ୍କ ପ୍ରତି ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉନାହିଁ,
ଭାଇରଲ ଅଡିଓ ରେ ନାବାଳିକା ରସି ଦେଇ ଆତ୍ମହତ୍ୟା କରିବା ଓ ପୋଷ୍ଟ ମୋର୍ଟମ ହେଲେ ଶାରୀରିକ ସମ୍ପର୍କ ସହିତ ଗର୍ଭବତୀ ଥିବା ଜଣାପଡିଯିବା ଆଦି ବହୁତ ଅସୁବିଧା ହେବ ସେଥିପାଇଁ ଶବ ପୋଡି ପ୍ରମାଣ ନଷ୍ଟ କରାଯାଇଥିବା ଅଡିଓରୁ ଶୁଣିବାକୁ ମିଳୁଛି, ତେବେ ଏହି ଅଡିଓ ପ୍ରମାଣ କରୁଛି କି ନାବାଳିକା ଛାତ୍ରୀ ଖେଳଶିକ୍ଷକଙ୍କ ସହିତ ଅନୈତିକ ସମ୍ପର୍କ ଥିବା ସ୍ପଷ୍ଟ ହେଉଛି, ସରକାର ଆଇନ ମୁତାବକ ନାବାଳିକା ସହ କୌଣସି ଅନୈତିକ ସମ୍ପର୍କ ରଖିବା ଅପରାଧ,
ତେବେ ଯେଉଁ ଅଡିଓ ଅଧାରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଦନ୍ତ ପରିସରଭୁକ୍ତ ହେଲେ ସେଇ ଆଧାରରେ କଣ ପାଇଁ ସମ୍ପୃକ୍ତ ଖେଳ ଶିକ୍ଷକ ଆଇନ ପରିଧିକୁ ଟଣା ହେଉନାହାନ୍ତି, ଏ ଶିକ୍ଷକଙ୍କ ପଛରେ କିଏ ରହି ସୁରକ୍ଷା ଦେଉଛି, ଖେଳ ଶିକ୍ଷକ ମିଡିଆରେ ବୟାନ ଦେଉଛନ୍ତି ସେ ବି ଜଣେ ଅପସ୍ମାର ରୋଗୀ, ଯଦି ଅପସ୍ମାର ରୋଗୀ ତେବେ ସେ କିପରି ଖେଳ ପ୍ରଶିକ୍ଷଣ ନେଇଥିଲେ ତାହା ବଡ଼ ପ୍ରଶ୍ନ ହୋଇଛି,
ମାହାଙ୍ଗା ବହୁ ଚର୍ଚ୍ଚିତ ନାବାଳିକା ମୃତ୍ୟୁ ଘଟଣା ଅଡିଓ ଭାଇରଲ ପରେ : ବିଜୁ ଜନତା ଦଳରୁ ନିଲମ୍ବିତ ହେଲେ – ମାହାଙ୍ଗା ପୂର୍ବତନ ବ୍ଲକ ଅଧକ୍ଷ ଶରତ ନାୟକ
