୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ୭୭ ତମ ସ୍ୱାଧୀନତା ଦିବସ ଅବସରରେ କଟକ ନୂଆପଡା ସ୍ଥିତ ବାଳାଶ୍ରମରେ ଠାରେ, ଇଣ୍ଟରନ୍ୟାସନାଲ ହ୍ୟୁମାନରାଇଟସ ଆମ୍ବାସଡ଼ର ଅର୍ଗାନାଇଜେସନ ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ, ଅନୁଷ୍ଠାନର ସଭାପତି ଡ଼କ୍ଟର ଆଶିଷ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା 

