୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ :-> ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ଗଣିଆ ଡାକ ବଙ୍ଗଳା ଠାରେ ବୁଧବାର ଦିନ 12ଘଟିକା ସମୟରେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି, ଏହି ବନ୍ଧୁ ମିଳନ ରେ ସଭାପତି ଅଖିଳ ବିହାରୀ ପାଣିଗ୍ରାହୀ ନୂତନ ଭାବେ ଯୋଗ ଦେଇ ସାମ୍ବାଦିକ ବିଜୟ ଲଷ୍ମୀ ରାଉତ,
ତଥାଗତ ବିଶ୍ୱାଳ, ମନୋରଞ୍ଜନ ମଳିକ, ପବିତ୍ର କୁମାର ନାୟକ, ବ୍ରଜବନ୍ଧୁ ଦେହୁରୀ, ପ୍ରିୟବ୍ରତ ଷଡ଼ଙ୍ଗୀ, ସତ୍ୟନାରାୟଣ ସୁର ଜଗଦେବ, ଅଭିମନ୍ୟୁ ମହାରଣା, କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା, ଏହା ପରେ ସଂଘ ର ନୂତନ ଭାବେ ଉପସଭାପତି ତଥାଗତ ବିଶ୍ୱାଳ, ସମ୍ପାଦକ ଭାବେ ପଙ୍କଜ କୁମାର ସାହୁ, କୋଷାଧକ୍ଷ ଭାବେ ବିଜୟ ଲଷ୍ମୀ ରାଉତ କୁ ସଭାପତି ନିଯୁକ୍ତି ଦେଇଛନ୍ତି, ସଂଘ ଆଗକୁ ଆହୁରି ଶକ୍ତିଶାଳୀ ହେବା ସହିତ ଗରିବ ନିରୀହ ଲୋକ ମାନଙ୍କୁ ସାହାଯ୍ୟ ସହଯୋଗ କରାଯିବ ବୋଲି ସମ୍ପାଦକ ଜଣାଇ ଥିଲେ, ଉକ୍ତ ବନ୍ଧୁ ମିଳନରେ ଅନ୍ୟ ମାନଙ୍କ ମଧ୍ୟରେ ଆଲୋକ ସାହୁ,
