N. ଝାଲରସିଂରେ ସ୍ବାଧିନତା ଦିବସ ପାଳିତ

୧୬ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଉଦୟଗିରି :-> ନୁଆଗଡ ବ୍ଳକ ସମ୍ବଲପୁର ପଞ୍ଚାୟତର N. ଝାଲରସିଂ ଉଚ ପ୍ରାଥମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ପାଳିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଭୁସୁତ ଲିମା, ଓ୍ବାର୍ଡ ମେମ୍ବର, ଶାନ୍ତିମହିଳା ମିଶନର ଗ୍ରୁପ ସଦସ୍ୟା, ଅଙ୍ଗନବାଡି କର୍ମୀ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ଓ smc ର ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ରାଉତଙ୍କ ତତ୍ତ୍ବାବଧାନରେ ସଭାାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଭୁସୁତ ଲିମା ଜାତୀୟ ପତାକା ଉତ୍ତୋଳନ କରିବା ପରେ ଶ୍ରୀ ଲିମା ବାବୁ ନଜର ଅଭିଭାଷଣ କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ରାଉତ ପ୍ରଭଞ୍ଜନ ପ୍ରଧାନ ନିଜର ଅଭିଭାଷଣ ରଖିଥିଲେ । କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ ପ୍ରଦାନ କରିଥିଲେ । ଶିକ୍ଷକ ଏନେଇ ଲିମା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶ ଶିକ୍ଷକ A. ପ୍ରସାଦ ରାଓ, ସୁରେଶ ରନ ବିଷୋୟୀ ସହଯୋଗ କରିବା ଶେଷରେ ଧନ୍ୟବାଦ ଦେଇଥିଲେ ।

Exit mobile version