୧୫ ଅଗଷ୍ଟ : ୭୭ତମ ସ୍ୱାଧୀନତା ଦିବସ ଅବସରରେ – ପତାକା ଉତ୍ତୋଳନ

୧୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) ମୋହନା :-> ଚିକିଟି ଖେମୂଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ, ମୋହନା ଅଡବା ଗ୍ରାମ ପରିଷଦ କଲ୍ଯାଣ ମଣ୍ଡପ ଠାରେ ପତାକା ଉତ୍ତୋଳନ କରାଯାଇଥିଲା ସେଥିରେ ଉପସ୍ଥିତ ଥିଲେ କେନ୍ଦ୍ର ସଭାପତି ଦଣ୍ଡାସି ସାହୁ ଓ କେନ୍ଦ୍ର ଉପସଭାପତି ପ୍ରସାନ୍ତ କୁମାର ସାହୁ

ଆଞ୍ଚଳିକ ସଭାପତି କୋରା ସାହୁ ଓ ରମେଶ ସାହୁ ସମ୍ପାଦକ ସିମାଞ୍ଚଳ ସାହୁ ଓ ପ୍ରକାଶ ସାହୁ ଉଦୟନାଥ ସାହୁ କାଶିନାଥ ସାହୁ ଓ ସମାଜର ମାନ୍ଯଗଣ୍ଯ ବ୍ଯକ୍ତି ଥାଇ ପତାକା ଉତ୍ତୋଳନ କରାଗଲା । ଏଥିରେ କାଶିନାଥ ସାହୁ ଦେଶ ପାଇଁ କହିଥିଲେ ଓ ଦଣ୍ଡାସି ସାହୁ ସମାଜ ପାଈଁ କହିଥିଲେ

Exit mobile version