
୧୫ ଅଗଷ୍ଟ ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କଟର :-> କଟକସଦର ଥାନା ଗୋପାଳପୁର ନିକଟସ୍ଥ ଶାମପୁର ଗ୍ରାମରେ ଗତ ୮ ତାରିଖ ଅପରାହ୍ନରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଚିନ୍ତାମଣି ସାହୁ ନାମକ ଜଣେ ( ୩୫ ) ବର୍ଷୀୟ ଯୁବକର ମୃତ୍ୟୁ ଘଟିଥିଲା । ଏହି ଗୁଳି କାଣ୍ଡ ଘଟାଇ ଫେରା ହୋଇଯାଇଥିବା ଦୁଇ ଅସାମାଜିକ ଯୁବକ ଜଗନ ପ୍ରଧାନ ଏବଂ ଶମ୍ଭୁ ଆଲିଆସ ଶମ୍ଭ ନାଥ ଭୋଇଙ୍କୁ ସଦର ପୋଲିସ ବାଙ୍ଗାଲୋରରୁ ଗିରଫ କରି ରବିବାର ଦିନ ଥାନାକୁ ଆଣିଥିଲା ।

