
୧୩ ଅଗଷ୍ଟ ଶୁକ୍ରବାର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ) କଟକ :-> କଟକ ସଦର ବ୍ଲକ ଆମଣ ପଞ୍ଚାୟତ ଶାସୋଳ ଅଭିରାମ ପରମହଂସ ବିଦ୍ୟାପୀଠକୁ ୧୯୯୬ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ୨୭ ବର୍ଷ ପରେ ଆଜି ସ୍କୁଲକୁ ଆସିଥିଲେ । ବିଦ୍ୟାପୀଠକୁ ଆସିଥିବା ୩୦ ଜଣ ଛାତ୍ରଛାତ୍ରୀ ଏକ ବନ୍ଧୁମିଳନରେ ଅଂଶ ଗ୍ରହଣ କରି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରି ଗୁରୁଙ୍କର ଆଶୀର୍ବାଦ ନେଇଥିଲେ । ଦୀର୍ଘ ବର୍ଷର ବ୍ୟବଧାନ ପରେ ବିଦ୍ୟାପୀଠକୁ ଆସିଥିବା ଛାତ୍ର ଛାତ୍ରୀ ମାନେ ସେମାନଙ୍କର ପାଠପଢ଼ା ସମୟରେ ,
