Home ଓଡ଼ିଶା ପ୍ରତାପଙ୍କ ନାମରେ ମିଥ୍ୟା ଅପପ୍ରଚାର ର ଜବାବ ଦେଲେ ନୁର୍ତ୍ତାଙ୍ଗ ବାସୀ : ୧୨୭ଖଣ୍ଡ ଭୋଟରେ – ବିଜେଡି ସମର୍ଥିତ ପାର୍ଥି ପବିତ୍ର ବିଜୟୀ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୧ ଅଗଷ୍ଟ ୨୦୨୩ ( ଓଡ଼ିଶା ତାଜାନ୍ୟୁଜ୍ ) କଟକ/ ମାହାଙ୍ଗା :-> ମାହାଙ୍ଗା ଡବଲ ମର୍ଡର ଘଟଣାକୁ ବିରୋଧୀ ବିଜେପି ରାଜନୈତିକ ରୂପ ରେଖ ଦେବା ଓ ଇନ୍ଦିରାଆବାସ କେଳେଙ୍କାରୀ ନାମରେ ମିଥ୍ୟା ଅପପ୍ରଚାର କରି ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ସାରା ରାଜ୍ୟରେ ଯେଉଁ ଅପନିନ୍ଦା ଦେଇଥିଲା ଏହାର କଡା ଜବାବ ଦେଇଛନ୍ତି ନୁର୍ତ୍ତାଙ୍ଗ ବାସୀ, ସରପଞ୍ଚ ଉପନିର୍ବାଚନରେ ମୁତ କୁଳମଣି ଙ୍କ ପୁତ୍ର ରମାକାନ୍ତକୁ ଶାସକ ଦଳ ପାର୍ଥି ପବିତ୍ର ମୋହନ ବରାଳ ୧୨୭ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇ ପ୍ରତାପ ଙ୍କୁ କ୍ଲିନ ଚିଟ ଦେଇଛନ୍ତି, ବିଶେଷ କରି ନୁର୍ତ୍ତାଙ୍ଗ ରେ ବଜେପି ଡବଲ ମର୍ଡର ଘଟଣାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଛନ୍ଦି ଯେଉଁ ଫାଇଦା ନେବାକୁ ଚେଷ୍ଟା ଚଳାଇଥିଲେ ନୁର୍ତ୍ତାଙ୍ଗ ବାସୀ ଏହାର ଜବାବ ଉପନିର୍ବାଚନ ବାଲାଟ ରେ ଦେଇଛନ୍ତି, ନୁର୍ତ୍ତାଙ୍ଗ ରେ ବିଜେଡି ପାର୍ଥି ବିଜୟ ପରେ ସାଧାରଣ ଭୋଟର ଶାନ୍ତିରେ ନିଶ୍ୱାସ ମାରିବେ ବୋଲି ସବୁଆଡ଼େ ଆଲୋଚନା ହେଉଛି, Categories: ଓଡ଼ିଶା, କଟକ, ରାଜନୀତି, ହୋମ୍ Related Content ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026 ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ by Proprietor Abhimanyu Maharana September 28, 2026 ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 28, 2026