ଗଜପତି ଜିଲ୍ଲା ରାୟଗଡ଼ : ନୂତନ ଗୋଷ୍ଠିଶିକ୍ଷା ଅଧିକାରୀ ଭାବରେ ଯୋଗଦାନ – ଟି କିଶୋର କୁମାର

୪ ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ :-> ଗଜପତି ଜିଲ୍ଲା ରାୟଗଡ଼ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନୂତନ ଭାରପ୍ରାପ୍ତ ଶିକ୍ଷା ଅଧିକାରୀ ଭାବରେ ଯୋଗଦେଇଛନ୍ତି ଟି କିଶୋର କୁମାର l ସେ କିଛି ବର୍ଷ ପୂର୍ବେ ରାୟଗଡ଼ ବ୍ଲକ ରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ ପରବର୍ତ୍ତୀ ସମୟରେ ଏ ବିଇଓ କାର୍ଯ୍ୟ କରିବା ପରେ ବର୍ତ୍ତମାନ୍ ଘୋଷଣି ବ୍ଲକରେ ବିଇଓ ଥିବାବେଳେ ତାଙ୍କୁ ରାୟଗଡ଼ ବ୍ଲକ ର ବିଇଓ ତାଇତ୍ପ ମିଳିଛି l

ସେ କହିଛନ୍ତି ଆଜିଠାରୁ ଠିକ୍ ଭାବର ଅଫିସ ପରିଚାଳନା କରିବା ମୋର୍ ଦାଇତ୍ପ l ବିଇଓ ମନରଞ୍ଜ ସେଠୀ ଯିବା ପରେ ବିଇଓ ପଦବୀ ଦୀର୍ଘବର୍ଷ ହବ ଖାଲି ରହି ଆସୁଥିବାବେଳେ କେବେ ବ୍ଲକ୍ ଗୋଷ୍ଟି ଶିକ୍ଷାଧିକାରୀ ପଦ ପୂରଣ ହବ ତାହା ଦେଖିବାକୁ ବାକି ରହିଲା l 

Exit mobile version