ମୋବାଇଲ ରେକଡିଙ୍ଗ କୁ କେନ୍ଦ୍ର କରି ହତ୍ୟା ଉଦ୍ୟମ

 ଅଗଷ୍ଟ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-  ମାଫିଆ ଙ୍କ ଜବରଦସ୍ତି ଆକ୍ରମଣ ଦୃଶ୍ୟକୁ ମୋବାଇଲରେ ରେକଡ଼ିଙ୍ଗ କରି ଆକ୍ରମଣ ର ଶିକାର ହେଲେ ବାପ ପୁଅ ଏବଂ ପରିବାର ଲୋକେ  ।ଘଟଣା ଘଟିଛି ଚାନ୍ଦପୁର ଥାନା ଅଧିନସ୍ତ  ଜେମାଦେଇ ପୁର ଅଞ୍ଚଳରେ। ଘରେ ରମେଶ ସାହୁ ସୋଇଥିବାବେଳେ  ଘର ସାଇଡ ରେ କିଛି ପାଟିତୁଣ୍ଡ ଶବ୍ଦ ଶୁଣି ବାହାରକୁ  ଯାଇ ଦେଖିଲେ କିଛି ଯାଗା ମାଫିଆ ପଡିଶା ଘର ଯାଗା ରେ ଯୋର ଜବରଦସ୍ତ ନୀୟ ଖୋଳୁ ଥିଲେ।

ଯାଗା ମାଲିକ ଅପୋଜ କରୁଥିବାର ଦୃଶ୍ୟକୁ ରମେଶ ସାହୁ ନିଜ ମୋବାଇଲରେ ଭିଡିଓ ଉତୋଳନ କରୁଥିବା ବେଳେ ହୁଦା ସାହୁ , ପ୍ରମୋଦ ସାହୁ, ବିର ସାହୁ,  ଗେଡେଇ ସାହୁ  ଓ ପଞ୍ଚେଇ ସାହୁ ୫ଜଣ ଯାକ ମିଶି ଲୁହା ଶାବଳ ଏବଂ ଠେଙ୍ଗା ରେ ମରଣାତ୍ମକ ଆକ୍ରମଣ କରିଥିଲେ ରମେଶ ସାହୁ ଏବଂ ତାଙ୍କ ପିତା  ମୂରଲୀଧର ସାହୁ ମହିଳାଙ୍କୁ ମଧ୍ୟ ବାଦଦେଇନଥିଲେ ।

ଵାପ ଓ ପୁଅ ଙ୍କୁ ପ୍ରଥମେ ଚାନ୍ଦପୁର ମେଡିକାଲ ରେ ଭର୍ତି ହୋଇଥିଲେ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କ ଆବସ୍ତ। ସଙ୍କଟା ପର୍ଣ୍ଣ ହେବାରୁ ସେମାନଙ୍କୁ ଭୁବନେଶ୍ୱର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଘଟଣାକୁ ଚାନ୍ଦପୁର ପୋଲିସ୍ ତଦନ୍ତ କରି ଜଣଙ୍କୁ ଗିରଫ କରିଥିବାବେଳେ ତଦନ୍ତ ଚଳାଇଛି ।

Exit mobile version